Before Header

ଗଣେଶ ପୂଜା ପାଇଁ ଗାଇଡଲାଇନ

0 31

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗଣେଶ ପୂଜା ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ମଣ୍ଡପ ବ୍ୟତିତ ଅନ୍ୟ କୌଣସି ଜାଗାରେ ଗଣେଶ ପୂଜା ହେବ ନାହିଁ । ସାଧାରଣ ସ୍ଥାନରେ ଗଣେଶ ପୂଜାକୁ ବାରଣ କରାଯାଇଛି । କୋଭିଡ କଟକଣାରେ ପୂଜାର୍ଚ୍ଚନା କରାଯିବ । ପୂଜାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ ନାହିଁ । ମୂର୍ତ୍ତି ଉଚ୍ଚତା ୪ଫୁଟରୁ କମ ରହିବ । ସଙ୍ଗଠନର କର୍ମକର୍ତ୍ତା ଏବଂ ପୂଜକଙ୍କୁ ମିଶାଇ କେବଳ ୭ଜଣଙ୍କୁ ଅନୁମତି ଦିଆଯାଇଛି ।

ସାମାଜିକ ଦୂରତା, ମାସ୍କ ଏବଂ ସାନିଟାଇଜେସନକୁ ପ୍ରାଧାନ୍ୟ ଦିଆଯାଇଛି । ପ୍ରୋସେସନକୁ ମଧ୍ୟ ବାରଣ କରାଯାଇଛି । ବିସର୍ଜନ କରିବା ପାଇଁ ମଧ୍ୟ ଗାଇଡଲାଇନ ଜାରି କାରଯାଇଛି । କୃତ୍ରିମ ପୋଖରୀ କରାଯାଇ ବିସର୍ଜନ କରାଯିବ । ଶିକ୍ଷାନୁଷ୍ଠାନ ମାନଙ୍କରେ କେବଳ ୨୦ଜଣଙ୍କୁ ନେଇ ପୂଜା ଆୟୋଜନ କରାଯିବ ।

Leave A Reply

Your email address will not be published.