Masthead

ଆଇସକ୍ରିମ କାଠିରେ ଝୁଲଣ ଦୋଳି

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ମରଚିକୋଟ ଲେନ ସ୍ଥିତ ମୋହନସୁନ୍ଦର ଦେବଗୋସ୍ୱାମୀ ମଠ । ଦେବଗୋସ୍ୱାମୀ ଦିନେ ଥିଲେ ଓଡ଼ିଶାର ପ୍ରଥମ ଚଳଚିତ୍ରର ସ୍ରଷ୍ଟା ଓ କଳାକାର । ଆଜି ସେ ଆଉ ନାହାନ୍ତି । ସ୍ମୃତି ରହିଛି ତାଙ୍କ ମଠ । ଆଉ ଏ ମଠରେ ଆଜି କିଛି ଛୋଟ କଳାକାର ମାନଙ୍କର ସାରସ୍ୱତ କୃତି ଦେଖିବାକୁ ମିଳିଛି ।

ଝୁଲଣ ଯାତ୍ରା ପାଇଁ ୨୪ ବର୍ଷୀୟା ସୁସ୍ମିତା ପଟ୍ଟନାୟକ ଓ ତାଙ୍କ ସାନ ଭଉଣୀ ୧୬ ବର୍ଷୀୟା ନନ୍ଦିନୀ ଏବଂ ସବା ସାନ ଭାଇ ୧୨ ବର୍ଷୀୟ ରାହୁଲ ପ୍ରସ୍ତୁତ କରିଛନ୍ତି ଆଖି ଝଲସିଲା ଭଳି ବିରଳ ଝୁଲଣ ଦୋଳି । ୧୦୦୦୦ ଆଇସକ୍ରିମ କାଠି, କାର୍ଡବୋର୍ଡ ଓ ଝିଲିମିଲି ଷ୍ଟୋନ ସାହାଯ୍ୟରେ ବନେଇଛନ୍ତି ଏହି ବିରଳ କୃତିତ୍ୱ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ଏ ପିଲାଙ୍କୁ ଦେଇଛି ସଫଳତା । ପରବର୍ତ୍ତୀ ସମୟରେ ଲିମ୍କା ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ