Masthead

ଦେଶର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି ‘ଅକ୍ଷୟ କୁମାର’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ); ହିନ୍ଦୀ ସିନେମା ଜଗତର ଦମଦାର କଳାକର ଅକ୍ଷୟ କୁମାରଙ୍କର ଆଜି ହେଉଛି ୫୬ତମ ଜନ୍ମଦିନ ।ନିଜର ୫୬ତମ ଜନ୍ମଦିନ ପାଳନ ଅବସରରେ ଉଜ୍ଜୟିନୀ ପହଞ୍ଚିଥିଲେ ଅକ୍ଷୟ କୁମାର । ପରିବାର ସହିତ ଭଗବାନଙ୍କ ଦର୍ଶନ କରି ମହାକାଳେଶ୍ୱରଙ୍କର ଭଷ୍ମ ଆରତୀରେ ସାମିଲ ହୋଇଥିଲେ ।ତାଙ୍କ ସହ ସେଠାରେ ସାମିଲ ଥିଲେ କ୍ରିକେଟର ଶିଖର ଧୱନ । କ୍ରିକେଟର ଶିଖର ଧୱନଙ୍କ ସହ ଭଗବାନ ମହାକାଳଙ୍କ ଭଷ୍ମ ଆଳତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ଏବଂ ଦେଶର ଉନ୍ନତି ଲାଗି ଅକ୍ଷୟ କୁମାର ପ୍ରାର୍ଥନା କରିଛନ୍ତି । ଗୋଟିଏ ବର୍ଷରେ ୩ରୁ ୪ଟି ଫିଲ୍ମ କରିବାକୁ ନେଇ ଅକ୍ଷୟ କୁମାର ଖୁବ ଚର୍ଚ୍ଚାରେ ଥାନ୍ତି । ତେବେ ଆଗକୁ ତାଙ୍କର ‘ବଡ଼େ ମିଆଁ ଛୋଟେ ମିଆଁ,’ ‘ହେରାଫେରି ୩,’ ‘ୱେଲକମ ୩’ ଭଳି ତିନୋଟି ଧମାକାଦାର ସିନେମା ଆସିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ