Masthead

ଆଇନ ମାନୁ ନାହାନ୍ତି ଶାସକ ଦଳର ନେତା, ପୁଣି କଟକଣା ଭାଙ୍ଗି ସଭା କଲେ ସ୍ନେହାଙ୍ଗୀନୀ

ଅତାବିରା(ବଡ଼ ଖବର ବ୍ୟୁରୋ): ଅମାନିଆ ବିଜେଡି ନେତା । ଆଇନ୍ ମାନୁ ନାହାନ୍ତି ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ, ସାଂସଦ । ପୁଣି ବିଜେଡି ବିଧାୟିକା ସ୍ନେହାଙ୍ଗୀନୀ ଛୁରିଆ କୋଭିଡ କଟକଣାକୁ କଲେ ଫୁ । କୋଭିଡ ନିୟମ ଉଲଂଘନ କରି ସ୍ନେହାଙ୍ଗୀନୀ କଲେ ସଭା । ଅତାବିରା ନିର୍ବାଚନ ମଣ୍ଡଳୀର ଭେଡେନ ବ୍ଲକ ଗଣ୍ଠି ପାଲିରେ ସଭା । ସାଧାରଣ ଲୋକଟିଏ ଘରୁ ବାହାରିଲେ ପୋଲିସ ଦେଖାଉଛି ନାଲି ଆଖି । ଲାଠି ମାଡ ସହ ଆଦାୟ କରୁଛି ଫାଇନ୍ । କିଛି ଦିନ ତଳେ ସଟଡାଉନ ସମୟରେ ବବି ଦାସ ମଧ୍ୟ ସଟଡାଉନ ସମୟରେ ଦଳୀୟ ସଭା କରିଥିବା ନଜରକୁ ଆସିଥିଲା । ଏବଂ ଶିକ୍ଷାମନ୍ତ୍ରୀ ସମୀର ଦାଶ ମଧ୍ୟ ଶହ ଶହ ଲୋକଙ୍କୁ ଏକାଠି କରି ସେତୁ ଉଦଘାଟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ