Masthead

ବିପଦରେ ଭାରତର ୯୦% ଅଞ୍ଚଳ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦେଶରେ ଅସହ୍ୟ ଗରମ । ୫୦ ବର୍ଷ ଭିତରେ ଡେର ବଢିଲାଣି ତାପମାତ୍ରା । ଆହୁରି ବୃଦ୍ଧି ପାଇବ ଉତ୍ତାପ । ଏବେ ଦେଶରେ ମୌସୁମୀ ବାୟୁ ପ୍ରବାହିତ ହୋଇଥିଲେ ମଧ୍ୟ କିଛି ଦିନ ପୂର୍ବରୁ ରେକର୍ଡ ଭାଙ୍ଗିଥିଲା ତାପମାତ୍ରା । ଦେଶର ଅନେକ ରାଜ୍ୟ ଉତ୍ତାପର ରେକର୍ଡ ଭାଙ୍ଗିଛି । ଜୁନରେ ଦେଶର ପ୍ରାୟ ୧୦୦ ଲୋକ ପ୍ରାଣ ହରାଇଛନ୍ତି । ଜଳବାୟୁ ପରିବର୍ତ୍ତନ ହେତୁ ଆଗାମୀ ଦିନରେ ପ୍ରବଳ ଉତ୍ତାପ ବୃଦ୍ଧି ପାଇବାର ସମ୍ଭାବନା ଅଛି।

ସାଇନ୍ସ ଡାଇରେକ୍ଟରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ, ଗତ ୫୦ ବର୍ଷ ମଧ୍ୟରେ ଗରମର ତାପମାତ୍ରା ୬୨.୨% ଏବଂ ବଜ୍ରପାତ ୫୨.୮%କୁ ବୃଦ୍ଧି ପାଇଛି। ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଆଧାରରେ ୧୯୭୦ରୁ ୨୦୧୯ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଗତ ୫୦ ବର୍ଷ ମଧ୍ୟରେ ଉତ୍ତାପ ଯୋଗୁଁ ପ୍ରାୟ ୧୭୦୦୦ ଲୋକ ପ୍ରାଣ ହରାଇ ସାରିଲେଣି। ଆଗକୁ ଆହୁରି ବୃଦ୍ଧି ପାଇବ ଉତ୍ତାପ । ଭାରତର ୯୦ ପ୍ରତିଶତ ଅଂଚଳକୁ ବିପଦ ସୃଷ୍ଟି ହେବା ନେଇ ଅଧ୍ୟୟନରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି