ଫେବୃଆରୀ ଆରମ୍ଭରୁ ପ୍ରଚଣ୍ଡ ତାତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଫେବୃଆରୀ ଆରମ୍ଭରୁ ପ୍ରଚଣ୍ଡ ତାତି । ଆଗକୁ ଆହୁରି ତାତି ବଢିବା ନେଇ ଅନୁମାନ କରାଯାଉଛି । ରାଜଧାନୀରେ ୪ ଦିନର ତାପମାତ୍ରା ୩୫ ଡିଗ୍ରୀ ଡେଇଁଛି । ସକାଳ ୮ଟାରୁ ଏପି୍ରଲ ମେ ମାସ ଭଳି ଖରା ହେଉଛି । ଏହାକୁ ନେଇ ପାଣିପାଗ ବିଶେଷଜ୍ଞ ମାର୍ଚ୍ଚରେ ପାରଦ ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛନ୍ତି । ଗତ ୪ ମାସ ହେଲା ବର୍ଷା ନାହିଁ । ଫଳରେ ମାଟିର ଆର୍ଦ୍ରତା କମ ଥିବାରୁ ତଥା ମାଟି ଶୁଖିଲା ଯୋଗୁଁ ତାପମାତ୍ରା ଖୁବ ଅଧିକ ରହିଛି । ସେହିପରି ବାୟୁମଣ୍ଡଳରେ ଆର୍ଦ୍ରତା କମ ଯୋଗୁଁ ତାତି ବଢୁଛି । ଅନ୍ୟପଟେ ଚଳିତ ବର୍ଷ ଲା-ନିନା ନିଷ୍କ୍ରିୟ ହୋଇ ଏଲ-ନିନୋ ସକ୍ରିୟ ହେଉଥିବାରୁ ଦେଶର ପାଗ ଏଥର ଉଷ୍ଣ ରହିବ । ବର୍ଷା କମ ଓ ଗରମ ଅଧିକ ରହିବ ବୋଲି ଆଇଏମଡି ସୂଚନା ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ