Masthead

‘ବଡ଼ ଖବର’କୁ ସାହାଯ୍ୟ କରନ୍ତୁ, ନିରପେକ୍ଷ ଗଣମାଧ୍ୟମକୁ ଶକ୍ତ କରନ୍ତୁ…

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଲୋକଙ୍କ ଶକ୍ତିରେ ବଳିୟାନ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଜନତାଙ୍କ କଥା କହିବା ପାଇଁ ‘ବଡ଼ ଖବର’ର ପରିପକଳ୍ପନା । ହେଲେ ଚ୍ୟାନେଲ ଚଳାଇବାକୁ ଅର୍ଥର ଆବଶ୍ୟକତା ରହିଛି । ଆମକୁ ସାହାଯ୍ୟ କରନ୍ତୁ । ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ ।

‘ବଡ଼ ଖବର’ । ଲୋକଙ୍କ ଚ୍ୟାନେଲକୁ ମାତ୍ର ଗୋଟିଏ ବର୍ଷ । ଏହି ଗୋଟିଏ ବର୍ଷ ଭିତରେ ଆପଣ ଆମକୁ ଦେଇଛନ୍ତି ଢେର ସାରା ଭଲ ପାଇବା । ବିଶ୍ୱାସ କରିଛନ୍ତି । ଭଲ ପାଇବା, ବିଶ୍ୱାସକୁ ପାଥେୟ କରି ଆଗକୁ ବଢୁଛି ଲୋକଙ୍କ ଚ୍ୟାନେଲ । ‘ବଡ଼ ଖବର’ର ଗୋଟିଏ ସଂକଳ୍ପ, ସେ ଲୋକଙ୍କ କଥା କହିବ । ଗରିବ, ଦଳିତ, ନିଷ୍ପେସିତ, ଅବହେଳିତ ମାନଙ୍କ ସ୍ୱର ସାଜିବ । ସେଇ ଆଧାରରେ ଆମେ କାର୍ଯ୍ୟ କରିଚାଲିଛୁ । ଆଗକୁ ମଧ୍ୟ ଚାଲିଥିବୁ । ଯେଉଁ ପ୍ରସଙ୍ଗରେ ଲୋକଙ୍କ ସ୍ୱାର୍ଥ ଅଛି, ସେହି ପ୍ରସଙ୍ଗ ବାରମ୍ବାର ପ୍ରସାରଣ କରିଆସିଛୁ । ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରିଛୁ । ସରକାରଙ୍କୁ ଚାପ ପକାଇଛୁ । ଯାହାର ପରିଣାମ ସ୍ୱରୂପ ସରକାର ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଯାହା ଦ୍ୱାର ଉପକୃତ ହୋଇଛନ୍ତି ରାଜ୍ୟର ହଜାର ହଜାର ଜନତା । ସରକାରଙ୍କୁ ଖାଲି ସମାଲୋଚନା କରୁ ତାହା ନୁହେଁ, ଯେଉଁଠି ସମୂହ, ଗୋଟିଏ ଗୋଷ୍ଠୀର ଉପକାର ହୁଏ, ସେହି ସମୟରେ ‘ବଡ଼ ଖବର’ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥାଏ । ଯେତେବେଳେ।

‘ବଡ଼ ଖବର’ର ଭାଗ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ । ଲୋକଙ୍କ ଚ୍ୟାନେଲକୁ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକତା ରହିଛି । କାରଣ ଏହାର କୌଣସି ମାଲିକ ନାହାନ୍ତି । ସେଇଥିପାଇଁ ଚ୍ୟାନେଲ ପ୍ରତ୍ୟେକ ମାସ ୭ ତାରିଖରେ ପାଳନ କରିଆସୁଛି ‘ବଡ଼ ଖବର’ ଦିବସ । ଏହି ଦିନ ପ୍ରତ୍ୟେକ ଜିଲ୍ଲା, ବ୍ଲକରେ ଆମ ଟିମ ଆପଣଙ୍କ ପାଖରେ ପହଞ୍ଚିଯାଉଛନ୍ତି । ଆର୍ଥିକ ସହାୟତା ପାଇଁ । ଏହି ଅଭିଯାନରେ ସାମିଲ ହୁଅନ୍ତୁ । ନିରପେକ୍ଷ ଗଣମାଧ୍ୟମକୁ ଶକ୍ତ କରନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ’ ଜରିଆରେ ମଧ୍ୟ ସହାୟତା କରିପାରିବେ ।

ଲୋକଙ୍କ ଶକ୍ତିରେ ବଳିୟାନ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ । ସାଧାରଣ ଲୋକଙ୍କ କଥା କହିବା ପାଇଁ ‘ବଡ଼ ଖବର’ର ପରିପକଳ୍ପନା । ସେଇଥିପାଇଁ ପାଇଁ ଆମେ ସଂକଳ୍ପ ମଧ୍ୟ ନେଇଛି । ପୁଣି ଥରେ କହୁଛୁ, ଆମକୁ ସାହାଯ୍ୟ କରନ୍ତୁ, ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼