Masthead

ମାଲେସିଆକୁ ହରାଇ ଭାରତ ଚାମ୍ପିଆନ୍

ଚେନ୍ନାଇ(ବଡଖବର ବ୍ୟୁରୋ): ଏସିଆନ ଚାମ୍ପିଆନ୍ସ ଟ୍ରଫି ହକି । ମାଲେସିଆକୁ ହରାଇ ଜିତିଲା ଭାରତ । ଚତୁର୍ଥ ଥର ପାଇଁ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ମାଲେସିଆକୁ ୪-୩ ଗୋଲରେ ପରାସ୍ତ କରିଛି । କାଲିର ଦମଦାର ରହିଥିଲା । ହାଫ ଟାଇମ ଭିତରେ ୩-୧ ଗୋଲରେ ପଛୁଆ ରହିଥିଲା ଟିମ ଇଣ୍ଡିଆ । ସେକେଣ୍ଡ ହାଫରେ ଦମଦାର କମବ୍ୟାକ କରିଥିଲା ଭାରତ ।

ମ୍ୟାଚର ୪୫ ମିନିଟରେ ପେନାଲଟି ସୁଟ ଆଉଟରେ ଅଧିନାୟକ ହରମନପ୍ରୀତ ଭାରତର ଦ୍ଵିତୀୟ ଗୋଲ ସ୍କୋର କରିବା ସହ ଭାରତକୁ କମବ୍ୟାକ କରାଇଥିଲେ । ଏହା ପରେ ଗୁରଯନ୍ତ ସିଂ ଏକ ଗୋଲ ସ୍କୋର କରି ମ୍ୟାଚରେ ଭାରତକୁ ବରାବର କରାଇଥିଲେ । ମ୍ୟାଚର ୫୬ ମିନିଟରେ ଆକାଶଦୀପ ସିଂ ଗୋଲ ସ୍କୋର କରିବା ସହ ଭାରତକୁ ବିଜୟୀ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ