Before Header

୧୨ଟା ଯାଏଁ ଗୃହ ମୁଲତବୀ

0 584

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହ କାର୍ଯ୍ୟ ଆରମ୍ଭ ନହେଉଣୁ ବିରୋଧୀଙ୍କ ବିରୋଧ । ଆଦିବାସୀ ଝଡକୁ ନେଇ ସରଗରମ ହେଲା ଗୃହ । ପୋଡ଼ିୟମ ତଳେ ବିରୋଧୀ ବିଜେପି କଂଗ୍ରେସର ବିରୋଧ । ୧୨ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ହେବାକୁ ନେଇ ହଟ୍ଟଗୋଳ ।

ବିରୋଧୀଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ସରକାର । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ହଟ୍ଟଗୋଳ । ପେସା ଆଇନ ଲାଗୁ ପାଇଁ ଦାବି । ବିଜେପି ସଦସ୍ୟ ଆଦିବାସୀ କପଡାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ ଗୃହକୁ କରିଥିଲେ ପ୍ରବେଶ ।

Leave A Reply

Your email address will not be published.