Masthead

ଦୀପାବଳିରେ ମା’ଲକ୍ଷ୍ମୀଙ୍କ ଆର୍ଶୀବାଦ ପାଇଁ କ’ଣ ରହିଛି ଉପାୟ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀପାବଳି ପାଇଁ ଗାଁ ଠୁ ସହର ସବୁଠି ଚଳଚଂଚଳ । କେଉଁଠି ଦୀପର ଆଲୋକ ତ ଆଉ କେଉଁଠି ରଙ୍ଗବେରଙ୍ଗର ଆଲୋକମାଳା । ତେବେ ଆଲୋକର ପର୍ବ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ବେଶ ଉସôାହିତ ଅଛନ୍ତି ଲୋକେ । ମା’ ଲକ୍ଷ୍ମୀ ଓ ଶ୍ରୀଗଣେଷଙ୍କ କୃପାଲାଭ ପାଇଁ ଘରେ ଘରେ କରାଯାଉଛି ମା’ଙ୍କ ପୂଜାର୍ଚ୍ଚନା । ଏଥି ସହିତ ଘରେ ଦୀପ ଜାଳି ଏହି ପରମ୍ପରାକୁ ଆଗେଇ ନେଉଛନ୍ତି ଲୋକେ । ତେବେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ବିଭିନ୍ନ ବିଧି ବିଧାନକୁ ଅନୁସରଣ କରିବାକୁ ହୋଇଥାଏ । ପ୍ରଥା ରହିଛି ମା’ଙ୍କ ଉଦେ୍ଦଶ୍ୟରେ ମାଟି ଦୀପ ହିଁ ଜାଳିବା ଉଚିତ୍ । ଏପରି କଲେ ଘରୁ ନକରାତ୍ମକ ଶକ୍ତି ଗୁଡିକ ଦୂରେଇ ଯାଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । । ଏହି ପୂଜା ପାଇଁ କିଛି ସ୍ୱତନ୍ତ୍ର ବିଧି ବିଧାନ ଉପରେ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ । ଅଧିକ ଖବର ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି