Before Header

ବିଜେଡିରୁ ଇସ୍ତଫା ଦେଲେ ହୃଷିକେଶ

0 215

ସାହାରାପଡ଼ା  (ବଡ଼ ଖବର ବ୍ୟୁରୋ): ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେବେ ହୃଷିକେଶ ନାଏକ । ପାଟଣାର ୫ ଥରର ବିଧାୟକ ହେଉଛନ୍ତି ହୃଷିକେଶ ନାଏକ । ଏବେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ପିସିସି ସଭାପତି ମୋହନ ପରିଡା । ହୃଷିକେଶ ନିଜର ଶତାଧôକ ସମର୍ଥକଙ୍କ ସହ ପୁଣିଥରେ କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି ।

କେବଳ ପୂର୍ବତନ ବିଧାୟକ ହୃଷିକେଶ ନୁହଁନ୍ତି, ପୂର୍ବରୁ କଂଗ୍ରେସ ଦଳରେ ଥିଲେ ଏବଂ ଦଳ ପରିବର୍ତନ କରିଥିଲେ । ପୁଣିଥରେ ଘରବାହୁଡା ନେଇ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥôବା ବେଳେ ବହୁ ବିଜେଡି ଓ ବିଜେପି ନେତା ମଧ୍ୟ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି ।

Leave A Reply

Your email address will not be published.