Before Header

ପାକିସ୍ତାନରେ ଟ୍ରେଣ୍ଡିଂରେ ରହିଛି ଥଲାଇବି

0 19

ବଡ଼ ଖବର ବ୍ୟୁରୋ: ଭାରତ ପରେ ବର୍ତ୍ତମାନ ପାକିସ୍ତାନରେ ଟ୍ରେଣ୍ଡ କରୁଛି କଙ୍ଗନାଙ୍କ ଅଭିନୀତ ଥଲାଇବି । ନିଜର ଦମଦାର ଅଭିନୟ ଏବଂ ନିର୍ବାକ ମନ୍ତବ୍ୟକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି କଙ୍ଗନା ରନାୱତ । ହେଲେ ଏଥର ତାଙ୍କ ଫିଲ୍ମ ପାକିସ୍ତାନରେ ହିଟ ହେବା ପରେ ସମସ୍ତଙ୍କ ଚକିତ କରିଦେଇଛି ।

ଏଥିରୁ ସ୍ପଷ୍ଟ ବାରି ହେଉଯାଉଛି ଯେ କଙ୍ଗନାଙ୍କର ପାକିସ୍ତାନରେ ମଧ୍ୟ ଅନେକ ପ୍ରଶସଂକ ରହିଛନ୍ତି । କିଏ କଥାଟିକୁ ଗ୍ରହଣ କରୁଥିବାବେଳେ ଆଉ କିଏ ଏହାକୁ ସହଜରେ ହଜମ କରିପାରୁ ନାହାଁନ୍ତି । ଅନ୍ୟପଟେ ଫିଲ୍ମଟି ଅଟିଟି ପ୍ଲାଟଫର୍ମରେ ରିଲିଜ ହେବା ମାତ୍ରେ ଲୋକମାନେ ଏହି ଚଳଚ୍ଚିତ୍ରଟି ବହୁତ ପସନ୍ଦ କରିଥିଲେ ।

Leave A Reply

Your email address will not be published.