Masthead

‘ମୁଁ ମରିନି ବଞ୍ଚିଛି’

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ସୋସିଆଲ ମିଡିଆରେ ଭାଇରାଲ ହେଲା କମେଡିଆନ ଗୁଡୁଙ୍କ  ମୃତ୍ୟୁର ଗୁଜବ । ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ପହଁଚିଲେ କମେଡିଆନ  ଗୁଡ଼ୁ, ସୋସିଆଲ ମିଡ଼ିଆ ରେ ଗୁଡ଼ୁ ଙ୍କ ମୃତ୍ୟୁ ଖବର ଭାଇରଲ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ର ଦ୍ୱାରସ୍ତ ହେଲେ ଗୁଡ଼ୁ,ମାଇଁ ଓଡିଶା ଫଂସବୂକ ପେଜ ଖୋଲି କେହି ଜଣେ ଏଭଳି କରିଥିବା ଅଭିଯୋଗ ଆସିଛି, ଏନେଇ ଗୁଡ଼ୁ ତାଙ୍କ ନିଜ ମନ୍ତ୍ୟବ ରେ କହିଛନ୍ତି କି ମୁଁ ସମ୍ପୂର୍ଣ ସୁସ୍ଥ ଅଛି, ମୋ ପ୍ରତି ଦର୍ଶକ ଙ୍କ ଭଲ ପାଇବା ଅଛି, ଏହି ମିଛ ଖବର ଶୁଣି ମୋର ସମ୍ପର୍କିଏ ମାନେ ଫୋନ କରିଛନ୍ତି, ଏହି ଖବର ଶୁଣି ବାପା ମା ମାନସିକ ଭାରାକ୍ରାନ୍ତ ଥିବା ବେଳେ ସ୍ତ୍ରୀ ଭାରସମ୍ୟ ହରାଇ ଅସୁସ୍ଥ ହୋଈ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି, ଏହି ମିଥ୍ୟା ଖବର ଭାଇରଲ କରିଥିବା ଦୁର୍ବୁତ୍ତ ବିରୋଧରେ ମାନ ହାନି ଏବଂ ମିଛ ମିଥ୍ୟା ଖବର ପ୍ରଚାର କରିଥିବାରୁ ଏଫଆଇଆର କଲେ ଗୁଡ଼ୁ, ସମାଜ ରେ ଏହିଭଳି ମିଥ୍ୟା ଖବର କାରି ଙ୍କ ବିରୋଧ ରେ ଦୃଢ କାର୍ଯାନୁଷ୍ଠାନ କରିବା ପାଇଁ ନିବେଦନ କରିଛନ୍ତି ଗୁଡ଼ୁ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର