Masthead

ପ୍ରମାଣ ଯଦି ଅଛି କୋର୍ଟ କାହିଁକି ଯାଉନାହାଁନ୍ତି ନବାବ: ୱାଙ୍ଖଡେ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଗତ କିଛିଦିନ ହେବ ଜାତୀୟତାବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲ୍ଲିକ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରି ଆସୁଛନ୍ତି । ହେଲେ ଏଥର ଏନିସିବି ୱାଙ୍ଖଡେ ନବାବ ମଲ୍ଲିକଙ୍କୁ ପାଲଟା ଆକ୍ରମଣ କରିଥିବାର ଦେଖିବାକୁ ମିଳିଛି । ତେବେ ନବାବ ମଲ୍ଲିକ ପାଖରେ ମୋ ବିରୁଦ୍ଧରେ ଯଦି ଏତେ ପ୍ରମାଣ ରହିଛି ତେବେ ସେ କୋର୍ଟ କାହିଁକି ଯାଉନାହାଁନ୍ତି, ବୋଲି ପ୍ରଶ୍ନ କରିଛନ୍ତି ସମୀର ୱାଙ୍ଖଡେ । ସେପଟେ ଯେତେବେଳେ ନବାବ ମଲ୍ଲିକ ଅଭିଯୋଗ କରିଥିଲେ ସେତେବେଳେ ସମୀର ୱାଙ୍ଖଡେ ଦୁବାଇ ଓ ମାଲଦ୍ୱିପରେ ଥିଲେ ।

ଏହା ସତ୍ତେ୍ୱ ମଧ୍ୟ ନବାବ ମଲ୍ଲିକ ଏନସିବି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ମାମଲା ହେଉଛି ଅପହରଣ ଓ ମୁକ୍ତ କରିବାର ମାମଲା । ଏଥିରେ ସମୀର ୱାଙ୍ଖଡେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ନବାବ ମଲ୍ଲିକ ଅଭିଯୋଗ କରିଥିଲେ । ଅନ୍ୟପଟେ କ୍ରୁଜ ପାର୍ଟି ପାଇଁ ଆର୍ୟନ ଖାନ କୌଣସି ଟିକେଟ କିଣି ନଥିଲେ । ପ୍ରତିକ ଗାବା ଓ ଆମିର ଫିର୍ନିଚରୱାଲା ତାଙ୍କୁ ପାର୍ଟିକୁ ଡାକିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି