Masthead

ଗୃହ ମଧ୍ୟ ଭାଗକୁ ଆସି ଗୃହ ଚଲାଇ ନଦେବାକୁ ଜନ ବିରୋଧୀ କୁହାଯିବ:ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବିରୋଧୀଙ୍କୁ ନବୀନ ଜନ ବିରୋଧୀ ଆକ୍ଷେପ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ରଖିଥିବା କଡ଼ା ଜବାବର ଉତ୍ତର ରଖିଲେ ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । କହିଛନ୍ତି, ଆଠ ଦିନ ହେଲା ବିଧାନସଭା ଚଳାଇ ଦେଉନାହାନ୍ତି ବିରୋଧୀ, ଏହା କଣ ଜନ ବିରୋଧୀ ନୁହେଁ କି? ଲୋକଙ୍କ ସମସ୍ୟାକୁ ଆଲୋଚନା କରିବା ଲାଗି ବ୍ୟବସ୍ତା ଅଛି କାହିଁକି ଆଲୋଚନା କରୁନାହାନ୍ତି, ଏହା କଣ ଜନ ବିରୋଧୀ ନୁହେଁ କି? ଗୃହ ମଧ୍ୟ ଭାଗକୁ ଆସି ଗୃହ ଚଳାଇ ନ ଦେବାକୁ ଜନ ବିରୋଧୀ କୁହାଯିବ। ଏଥିରୁ ସ୍ପଷ୍ଟ ସେମାନେ ଲୋକଙ୍କୁ ବିରୋଧ କରୁଛନ୍ତି।  ଯେଉଁମାନେ ବିକାଶକୁ ଅଟକାଉଛନ୍ତି ସେମାନେ ଜନ ବିରୋଧୀ କି ନୁହେଁ ତାହା ୨୦୨୪ ରେ ପ୍ରମାଣିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ