Masthead

ଦଳ ଛାଡ଼ିବାର କାରଣ ପଚାରିଲେ କପିଲ ସିବଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରେ ଦିନକୁ ଦିନ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ବାରମ୍ବାର ଏପରି ଘଟଣା ଜାତୀୟ କଂଗ୍ରେସରେ ଘଟିଆସୁଛି । ଏପରିକି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ନବଜୋତ ସିଂହ ସିଦ୍ଧୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ମଧ୍ୟରେ ମୁହଁ ଖୋଲିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା କପିଲ ସିବଲ । ତେବେ ଇସ୍ତଫାକୁ ନେଇ କଂଗ୍ରେସ କାର୍ଯ୍ୟ କମିଟିର ଖୁବଶୀଘ୍ର ବୈଠକ ଡ଼ାକଇବାକୁ ଦାବି କରିଛନ୍ତି ।

ଏହା ସହ ଦଳରେ ରାଷ୍ଟ୍ରପତି ମଧ୍ୟ ନାହାଁନ୍ତି । ଯେତେବେଳେ କୌଣସି ରାଷ୍ଟ୍ରପତି ନାହାଁନ୍ତି ତେବେ ନିଷ୍ପତ୍ତି କିଏ ନେଉଛନ୍ତି ! ବୋଲି କପିଲ ସିବଲ ପ୍ରଶ୍ନ ଉଠାଇଛନ୍ତି । ଏହା ସହ କଂଗ୍ରେସ ଛାଡ଼ିବା ନେଇ ଲୋକଙ୍କ ଉପରେ ପ୍ରଶ୍ନ ଉଠିଛି । କିଛି ଦିନ ପୂର୍ବରୁ କଂଗ୍ରେସ ଦଳର ହେଭିୱେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ । କେବଳ ସିନ୍ଧିଆ ନୁହେଁ ବରଂ ଜିତିନ ପ୍ରସାଦଙ୍କ ଭଳି ବରିଷ୍ଠ ନେତା ମଧ୍ୟ ଦଳ ଛାଡ଼ିଛନ୍ତି । ଯଦ ଏହାକୁ ନରୋକାଯାଏ ତାହାଲେ ଦଳ ଏକ ବଡ଼ କ୍ଷତି ସହିବ ବୋଲି ସିଽଲ ସ୍ପଷ୍ଠ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ