Masthead

ଗିରଫ ହୋଇପାରନ୍ତି ଇମରାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କୁ ଗିରଫ କରିବାକୁ ୱାରେଣ୍ଟ ଧରି ତାଙ୍କ ବାସଭବନରେ ପହଞ୍ଚିଛି ପୋଲିସ । ତୋଷଖାନା ମାମଲାରେ ଇସଲାମାବାଦ ପୋଲିସ ୱାରେଣ୍ଟ ଧରି ପିଟିଆଇର ଅଧ୍ୟକ୍ଷ ଇମରାନ ଖାନଙ୍କ ଇସଲାମାବାଦର ଜମା ପାର୍କ ସ୍ଥିତି ବାସଭବନରେ ପହଞ୍ଚିଛି ।

ସେସନ କୋର୍ଟର ଜଜ୍ ଜଷ୍ଟିସ ଜଫର ଇକବାଲ ଫେବୃଆରୀ ୨୮ ତାରିଖରେ ଇମରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ଫେବୃଆରୀ ୨୮ରେ ଅନେକ ମାମଲାରେ କୋର୍ଟରେ ହାଜର ହୋଇଥିଲେ ଇମ୍ରାନ ଖାନ । ଶୁଣାଣି କ୍ରମରେ ଅନେକ ମାମଲାରେ ତାଙ୍କୁ ଆସ୍ୱସ୍ଥି ମିଳିଥିବା ବେଳେ ତୋଷଖାନା ମାମଲାରେ ତାଙ୍କ ଉପରେ ୱାରେଣ୍ଟ ଜାରି କରାଯାଇଥିଲା । ସମାନ ଦିନରେ ୪ଟି ମାମଲାର ଶୁଣାଣି ହୋଇଥିବା ବେଳେ ଇମ୍ରାନ ଖାନ ୩ଟି କୋର୍ଟରେ ହାଜର ହୋଇଥିଲେ ବି ତୋଷଖାନା ମାମଲାର ବିଚାର କରୁଥିବା କୋର୍ଟରେ ହାଜର ହୋଇନଥିଲେ ଇମ୍ରାନ ଖାନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା