Masthead

ଚୀନରେ କମୁଛି ଜନସଂଖ୍ୟା, ଚିନ୍ତାରେ ସରକାର, ଦମ୍ପତ୍ତିଙ୍କୁ ୩ଟି ସନ୍ତାନ କରିବାକୁ ଅନୁମତି

(ବଡ଼ ଖବର ବ୍ରୁରୋ): ଚୀନରେ କମିବାରେ ଲାଗିଛି ଜନସଂଖ୍ୟା । ମୋଟ ଜନସଂଖ୍ୟାର ଏକ ବଡ଼ ଭାଗ ଏବେ ବୃଦ୍ଧାବସ୍ଥାରେ । ଯାହା ଏବେ ଚୀନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଚୀନର ସରକାର ପରିବାର ନିୟୋଜନ ନିୟମ ଉପରେ କୋହଳ କରିଛନ୍ତି । ଆଜି ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ଚୀନ ସରକାର । ଚୀନରେ ଦମ୍ପତ୍ତିମାନେ ଏବେ ୩ଟି ସନ୍ତାନ ଜନ୍ମ କରିପାରିବେ । ଆଗରୁ ଏଥିରେ କଟକଣା ଲଗାଇଥିଲେ ଚୀନ ସରକାର ।

ଆଗରୁ ଦମ୍ପତ୍ତିମାନଙ୍କୁ କେବଳ ଦୁଇଟି ସନ୍ତାନ କରିବା ପାଇଁ ଅନୁମତି ଦିଆଯାଇଥିଲା । ତେବେ କିଛି ଦିନ ତଳେ ଚୀନର ଜନସଂଖ୍ୟାର ଏକ ରିପୋର୍ଟ ଆସିଥିଲା । ଯେଉଁଥିରେ ଦେଖାଯାଇଥିଲା କି ଚୀନର ଏକ ବଡ଼ ଭାଗ ବୃଦ୍ଧାବସ୍ଥାରେ ପ୍ରବେଶ କରିସାରିଛି । ଯାହାକି ଦେଶର ଭବିଷ୍ୟତ ପାଇଁ ବିପଦ । ଏହାକୁ ନଜରରେ ରଖି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନରେ ଦମ୍ପତ୍ତିମାନଙ୍କୁ ୩ଟି ସନ୍ତାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା