Masthead

ପ୍ରାକୃତିକ ବିପର୍ଯ୍ୟୟ କ୍ଷତିରେ ଭାରତ ୨ ନମ୍ବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୦ ପ୍ରାକୃତିକ ବିପର୍ଯ୍ୟୟରେ ଭାରତରେ କ୍ଷତି ୬୫ ଲକ୍ଷ କୋଟି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ୱସ୍ତରରେ ଏହାର ପ୍ରଭାବ ପରିଲିକ୍ଷିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଥିବାବେଳେ ୨୦୨୦ରେ ଭାରତରେ ଅନୁଭୂତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଏଥିଯୋଗୁଁ ଭାରତ ସମେତ ଅନେକ ରାଷ୍ଟ୍ର ସହ୍ୟ କରିଥିବା କ୍ଷତି ସମ୍ପର୍କରେ ମଙ୍ଗଳବାର ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ଏହି ରିପୋର୍ଟ ଅନୁଯାୟୀ ଟ୍ରୋପିକାଲ ସାଇକ୍ଲୋନ , ବନ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିନର୍ଯ୍ୟୟ ଯୋଗୁଁ ଭାରତ ଗତବର୍ଷ ୮୭ ବିଲିୟନ ଡଲାର ବା ପାଖାପାଖି ୬୫ ଲକ୍ଷ କୋଟି ହରାଇଥିଲା । ମିଳିତ ଜାତିସଙ୍ଘର ଅର୍ଥନୈତିକ ଏବଂ ସାମାଜିକ ଆୟୋଗ ଫର ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ‘ଏସକ୍ୟାପ’ ଯୋଗୁଁ ଭାରତରେ ହୋଇଥିବା ହାରାହାରି ବାର୍ଷିକ ଶହ ଶହ ବିଲିୟନ ଡଲାର କ୍ଷତି ହୋଇଥିବା ଦର୍ଶାଇଛି । ଏହି ତାଲିକାରେ ସର୍ବାଧିକ କ୍ଷତି ସହିଥିବା ଦେଶ ମଧ୍ୟରେ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟରେ ଭାରତ ଏବଂ ଜାପାନ କ୍ଷତି ସହିଥିବା ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ