Masthead

ନେପାଳ ଭାରତର ଅଂଶ ହୋଇପାରିଲାନି କାହିଁକି, ଜାଣନ୍ତୁ..

ନୂଆଦିଲ୍ଲୀ: ଭାରତର ଏକ ରାଜ୍ୟ ହେବା ପାଇଁ ନେପାଳ ଚାହିଁଥିଲା । ସେହି ସମୟରେ ତତ୍କାଳୀନ ନେପାଳ ରାଜା ତ୍ରିଭୁବନ ବୀର ବିକ୍ରମ ଶାହ  ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଅପିଲ  କରିଥିଲେ । ହେଲେ ନେହେରୁ ଏହି ଅପିଲକୁ ପ୍ରତ୍ୟାଖାନ କରିଥିଲେ । ଏହି ଘଟଣା ସଂପର୍କରେ ସବିଶେଷ ତଥ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ନିଜ ପୁସ୍ତକ ‘ଦ ପ୍ରେସିଡେନଶିଆଲ ଇୟର୍ସ’ରେ ଲେଖିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏହି ପୁସ୍ତକ ଲେଖିଥିଲେ । ମୂଖାର୍ଜୀ ଲେଖିଛନ୍ତି, ‘ନେହରୁ ନେପାଳକୁ ବହୁତ କୂଟନୀତିକ ଦୃଷ୍ଟିରେ ଦେଖୁଥିଲେ। ନେପାଳରେ ରାଣା ଶାସନ ପରେ ଗଣତନ୍ତ୍ର ଆସିଥିଲା।

ତେଣୁ ନେହରୁ ଚାହୁଁଥିଲେ ସେଠାରେ ଗଣତନ୍ତ୍ର ବଢ଼ିବା ଦରକାର। କିନ୍ତୁ ଏହି ସମୟରେ ନେପାଳକୁ ଭାରତର ଏକ ରାଜ୍ୟ ଭାବରେ ମାନ୍ୟତା ଦେବା ପାଇଁ ନେହରୁଙ୍କୁ ତ୍ରିଭୁବନ୍ ବୀର୍ ବିକ୍ରମ ଶାହା ପରାମର୍ଶ ଦେଇଥିଲେ। ଆଉ ନେହରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।’

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ