Masthead

ଦିନିକିଆ କ୍ରିକେଟ ବିଶ୍ୱକପରେ ଆଗରେ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ପ୍ରଦର୍ଶନକୁ ଦେଖିଲେ ଆଗରେ ରହିଛି ଭାରତ । ସେମିଫାଇନାଲରେ ଭାରତ ଜିତିଛି ୩, ନ୍ୟୁଜିଲାଣ୍ଡ୨ଟି ମ୍ୟାଚ ଜିତିଛି । ଭାରତ ୭ଥର ସେମିଫାଇନାଲ ଖେଳିଛି । ସେଥରରୁ ୩ଥର ବିଜୟ ଓ ୪ଥର ପରାଜିତ ହୋଇଛି । ୧୯୮୩ ବିଶ୍ୱକପର ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ୬ ୱିକେଟରେ, ୨୦୦୩ରେ କେନିଆକୁ ୯୧ ରନରେ ଓ ୨୦୧୧ରେ ପାକିସ୍ତାନକୁ ୨୯ ରନରେ ପରାସ୍ତ କରିଥିଲା ।

ସେହିପରି ୧୯୮୭ରେ ଇଂଲଣ୍ଡ ନିକରୁ ୩୫ ରନରେ, ୧୯୯୬ରେ ଦର୍ଶକଙ୍କ ବିଶୃଙ୍ଖଳା ପାଇଁ ମ୍ୟାଚ ସମ୍ଭବପର ନହେବାରୁ ଶ୍ରୀଲଙ୍କାକୁ ବିଜେତା ଘୋଷଣା କରାଯାଇଥିଲା । ୨୦୧୫ରେ ଭାରତ ୯୫ ରନରେ ଅଷ୍ଟ୍ରେଲିଆ ନିକଟରୁ ଓ ୧୦୧୯ରେ ୧୮ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଥିଲା । ସେହିପରି ନ୍ୟୁଜିଲାଣ୍ଡ ୮ଥର ସେମିଫାଇନାଲ ଖେଳିଥିବା ବେଳେ ୨ଥର ୨୦୧୫ରେ ୪ ୱିକେଟରେ ଦକ୍ଷିଣ ଆଫି୍ରକାକୁ ଓ ୨୦୧୯ରେ ୧୮ ରନରେ ଭାରତକୁ ପରାସ୍ତ କରିଥିଲା । ସେହିପରି ଶ୍ରୀଲଙ୍କା ନିକଟରୁ ୨୦୦୭ ଓ ୨୦୧୧ରେ, ୧୯୯୨ ଓ ୧୯୯୯ରେ ପାକିସ୍ତାନ ନିକଟରୁ, ୧୯୭୯ରେ ଇଂଲଣ୍ଡ ନିକଟରୁ ଓ ୧୯୭୫ରେ ୱେଷ୍ଟଇଣ୍ଟିକ ନିକଟରୁ ପରାଜିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି