Masthead

ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତର ମିସାଇଲ ମାଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ୪ ଏୟାରବେସ୍ ଧ୍ୱଂସ । ୪ଟି ଏୟାରବେସ୍ ଉପରେ ଭାରତର ଆଟାକ୍। ଲାହୋର୍, ସିଆଲକୋଟ, କରାଚି ଏୟାରବେସ୍ ଧ୍ୱଂସ। ୪ ଏୟାରବେସରେ ୬ ମିସାଇଲ ମାଡ଼। ପଞ୍ଜାବ ପ୍ରାନ୍ତ ସୌରକୋଟରେ ପ୍ରଚଣ୍ଡ ବିସ୍ଫୋରଣ । ରଫିକ ଏୟାର ବେସରେ ପାଖରେ ପ୍ରଚଣ୍ଡ ବିସ୍ଫୋରଣ । ରାୱଲପିଣ୍ଡି ନୁର ଖାନ ଏୟାରବେସରେ ବିସ୍ଫୋରଣ । ମୁରିଦ ଏୟାରବେସରେ ଭାରତର ମିସାଇଲ ମାଡ଼। ପାକିସ୍ତାନରେ ବଡ଼ ବିସ୍ଫୋରଣ । ପାକିସ୍ତାନ ବନ୍ଦ କଲା ଏୟାରସ୍ପେସ୍ । ଆଜି ପାଇଁ ସମସ୍ତ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ରୋକ୍ । ତିନୋଟି ଏୟାରବେସ୍ ଉପରେ ବଡ ବିସ୍ଫୋରଣ ହୋଇଥିବା ସୂଚନା ।ଇସଲାମାବାଦ, ରାୱଲପିଣ୍ଡି, ଲାହୋରରେ ଧମାକା ।

ରାୱଲପିଣ୍ଡି ନୂର ଖାନ୍ ଏୟାରବେସରେ ବିସ୍ଫୋରଣ । ଭାରତ ଛାଡ଼ିଲା ବାଲାଷ୍ଟିକ ମିସାଇଲ୍ । ବଡ଼ ଦାବି କଲା ପାକିସ୍ତାନ ସେନା । ପାକିସ୍ତାନ ଉପରେ ଛାଡ଼ିଲା ୬ ବାଲିଷ୍ଟିକ ମିସାଇଲ । ଆଇଏସପିଆର ମୁଖ୍ୟ କଲେ ଦାବି ।  ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତ ୬ଟି ମିସାଇଲ ମାଡ କରିଛି।  ଲାହୋର, ସିଆଲକୋଟ ଓ କରାଚି ଏୟାରବେସ୍ ଧ୍ୱଂସ । ପଞ୍ଜାବ ପ୍ରାନ୍ତ ସୌରକୋଟ, ରଫିକି ଏୟାର ବେସ୍‌, ରାୱଲପିଣ୍ଡିର ନୁର ଖାନ୍ ଏୟାରବେସ୍ ଓ ମୁରିଦ୍ ଏୟାରବେସରେ ମିସାଇଲ ମାଡ କରିଛି କରିଛି ଭାରତ । ଜମ୍ମୁ ନିକଟରେ ପାକିସ୍ତାନୀ ଆତଙ୍କୀଙ୍କ ଡ୍ରୋନ୍ ଲଂଚପ୍ୟାଡକୁ ମଧ୍ୟ ଧ୍ୱଂସ କରିଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ