Before Header

ବାଣ ନଫୁଟାଇବାକୁ ପରାମର୍ଶ

0 39

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାଧାରଣତଃ ବାଣ ଫୁଟିଲେ କାର୍ବନ ଡାଇ ଏକ୍ସାଇଡ଼ ବାହାରି ଥାଏ। ଯାହା ଦ୍ୱାରା ଲଙ୍ଗସ ଖରାପ ହବାର ସମ୍ଭାବନା ଥାଏ । ଏପଟେ କରୋନା ଅଧିକ ଭାବରେ ଲଙ୍ଗସକୁ ଆକ୍ରାନ୍ତ କରୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବାଣ ଫୁଟାରୁ ସମସ୍ତେ ନିବୃତ ରହିବାକୁ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

କରୋନା ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ସଂକ୍ରମଣ ବଢିବା କମିବା ଡାଇନାମିକ ପ୍ରସେସରେ ଚାଲିବ । ଆମେ ଏଣ୍ଡାମିକରେ ଅଛେ। ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି। ଟ୍ରାନ୍ସମିସନ ଭଳି ପରିବେଶ ସୄଷ୍ଟି କରିବା ନାହିଁ।ଏଣ୍ଡାମିକ ଷ୍ଟେଜରେ କୋଭିଡ ରହିବ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି । କିନ୍ତୁ ଟେକନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିନି।

Leave A Reply

Your email address will not be published.