Masthead

ରେଲୱେ ଟିକେଟ୍ ବୁକିଂରେ ପରିବର୍ତ୍ତନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଯୋଗୁଁ ନିୟମିତ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିଲା । ପରବର୍ତ୍ତୀ ସମୟରେ କୋଭିଡ୍ ସ୍ପେସାଲ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଏବେ ଟିକେଟ୍ ବୁକିଂ ଓ ରିଜର୍ଭବେସନ ଚାଟରେ ବଡ଼ ପରିବର୍ତ୍ତନ କରାଯାଇଛି । ଆଜିଠାରୁ ଏହି ପରିବର୍ତ୍ତ ନ ଲାଗୁ ହୋଇଛି । ଯାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରଖି ତତ୍କାଳ ଟିକେଟ୍ ବୁକିଂ ପାଇଁ ଅଧିକ ସମୟ ମିଳିବ । ଅର୍ଥାତ୍ ଟ୍ରେନ୍ ଷ୍ଟେସନରୁ ଛାଡିବାର ୩୦ ମିନିଟ ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକିଂ କରିପାରିବେ ।

ଆଗରୁ ଟ୍ରେନ୍ ଛାଡିବାର ୪ ଘଣ୍ଟା ପୂର୍ବରୁ ଟିକେଟ୍ ରିଜର୍ଭବେସନ ଚାଟ ତିଆରି କରାଯାଉଥିଲା । କୋଭିଡ-୧୯ କଟକଣା ଭିତରେ ଚାଲୁ ରହିଥିବା ଟ୍ରେନଗୁଡିକ ୨ ଘଣ୍ଟା ପୂର୍ବରୁ ଟିକେଟ୍ ବୁକିଂ କରିବାକୁ ପଡୁଥିଲା । ବୁକିଂ ସମୟରେ ବିଭିନ୍ନ ଅସୁବିଧା ଦେଖାଯାଉଥିଲା । ଏବେ କିନ୍ତୁ ଟ୍ରେନ୍ ଛାଡିବାର ଅଧଘଣ୍ଟା ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକିଂ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ