Masthead

ଇରାନର ନର୍ଗେସ୍ ମହମ୍ମଦି ଜିତିଲେ ନୋବେଲ୍ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନୋବେଲ୍‌ ଶାନ୍ତି ପୁରସ୍କାର ଜିତିଛନ୍ତି ନର୍ଗେସ୍‌ ମହମ୍ମଦି। ଇରାନ୍‌ରେ ମହିଳାଙ୍କ ପ୍ରତି ଉତ୍ପୀଡ଼ନ ବିରୋଧରେ ଲଢ଼େଇ ତଥା ସମସ୍ତଙ୍କ ପାଇଁ ମାନବ ଅଧିକାର ଏବଂ ସ୍ୱତନ୍ତ୍ରତାକୁ ପ୍ରୋତ୍ସାହନ ଦେବାରେ ତାଙ୍କର ପ୍ରୟାସ ପାଇଁ ନର୍ଗେସ୍‌ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ୨୦୨୩ ପ୍ରଦାନ କରାଯିବ। ନର୍ଗେସ୍‌ ମହମ୍ମଦି ଜଣେ ଇରାନୀ ମାନବାଧିକାର କାର୍ଯ୍ୟକର୍ତ୍ତା ଏବଂ ଡିଫେଣ୍ଡର ଅଫ୍‌ ହ୍ୟୁମାନ ରାଇଟ୍ସ ସେଣ୍ଟରର ଉପାଧ୍ୟକ୍ଷା।

ସେ ଇରାନରେ ଡେଥ୍‌ ପେନାଲ୍ଟି ଶେଷ କରିବା ତଥା କଏଦୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ଓକିଲ ରହିଆସିଛନ୍ତି। ମହମ୍ମଦିଙ୍କୁ ନିଜର ମାନବାଧିକାର କାର୍ଯ୍ୟ ଯୋଗୁ ଅନେକ ବାର ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି। ଜୀବନରେ ଅନେକ ଚ୍ୟାଲେଞ୍ଜ୍‌ ତଥା ଜେଲ୍‌କୁ ସାମ୍ନା କରିବା ସତ୍ତ୍ୱେ ମହମ୍ମଦି ଇରାନରେ ମାନବାଧିକାର ଏବଂ ଲୋକତନ୍ତ୍ର ପାଇଁ ଲଢ଼େଇ ଲଢ଼ିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା