Masthead

ଆଲୋକିକରଣ ସାଙ୍ଗକୁ ରାସ୍ତା ନିର୍ମାଣ କଲେ ଗ୍ରାମ ଯୁବକ

ଶେରଗଡ଼ , (ବଡ଼ ଖବର ବ୍ୟୁରୋ):

ଶୁଣିଲାନି ପ୍ରଶାସନ ଚାନ୍ଦା କରି ରାସ୍ତା ନିର୍ମାଣ ଓ ଆଲୋକିକରଣ କଲେ ଗ୍ରାମ ର ଯୁବକ । ଏଭଳି ଦୃଶ୍ୟ ଦେଖି ବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ରେ  । ଭୀଷଣ ବର୍ଷାହୋଇ ରାସ୍ତା ଧୋଇ ଯିବା ଫଳ ରେ ଗ୍ରାମ ର ଯୁବକ ମାନେ ସ୍ଥାନୀୟ ସରପଞ୍ଚ ଙ୍କୁ ରାସ୍ତା ମରାମତି ଓ ଆଲୋକି କରଣ ପାଇଁ ୧୫ ଦିନ ପୂର୍ବରୁ ଦାବି କରିଥିଲେ । କାର୍ତ୍ତିକ ମାସ ରେ ମନ୍ଦିର କୁ ଯିବାକୁ ଶ୍ରଦ୍ଧାଳୁ ଅସୁବିଧା ର ସମ୍ମୁଖିନ ହେବେ ବୋଲି ଗ୍ରାମ ର ସ୍ୱେଚ୍ଛାସେବୀ ଯୁବକ ମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନ ଙ୍କୁ ଜଣାଇ ଥିଲେ।କେହି ଗୁହାରି ନ ଶୁଣିବା ଫଳ ରେ ବାଧ୍ୟ ହୋଇ ଗାଁ ରେ ଟଙ୍କା ଚାନ୍ଦା କରି ଆଲୋକି କରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଯୁବକ ଗ୍ରାମ ର ଛାଞ୍ଚରା ଖଳା ଠାରୁ ଗୁଡ଼ି ବନ୍ଧ, ଓ ନେଲିଆ ବନ୍ଧ ଠାରୁ ଗରୁଡେଶ୍ବର ମନ୍ଦିର ପଯ୍ୟନ୍ତ ଆଲୋକି କରଣ କରି ମନ୍ଦିର ରାସ୍ତା ମରାମତି କରି ଉଦାହରଣ ସୃଷ୍ଟି କରିଛନ୍ତି ଗ୍ରାମ ର ଯୁବ ଗୋଷ୍ଠୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ