Masthead

ଆକ୍ରମଣ ପାଇଁ ପ୍ରସ୍ତୁତ ଇସ୍ରାଏଲ ସେନା, ଅପେକ୍ଷା ନିର୍ଦ୍ଦେଶକୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଙ୍ଘାତିକ ହେଉଛି ଯୁଦ୍ଧ ସ୍ଥିତି । ଗାଜାରେ ଇସ୍ରାଏଲ ସେନା । ସାଧାରଣ ଲୋକେ ଗାଜା ଛାଡ଼ିବା ପରେ ଆକ୍ରମଣ କରିବ ଇସ୍ରାଏଲ । ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ ସହ ୪ଲକ୍ଷରୁ ଅଧିକ ସୈନିକ ମୁତୟନ । ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ ସମର୍ଥନ କରୁଥିବା ରାଷ୍ଟ୍ରକୁ ମଧ୍ୟ ପରୋକ୍ଷରେ ଧମକାଉଛି ଇସ୍ରାଏଲ । ଖାଲି ନିର୍ଦ୍ଦେଶକୁ ଅପକ୍ଷୋ । ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରିବ ସେନା । ଉତର ଗାଜାରେ ଥିବା ହମାସ ଆତଙ୍କୀକୁ ପୁରା ନିପାତ କରିବାକୁ ଯୋଜନା ପ୍ରସ୍ତୁତ କରଯାଇଛି ।

ଆଉ କିଛି ସମୟର ଅପେକ୍ଷା, ଗାଜାରେ ଗର୍ଜିପାରେ ଇସ୍ରାଏଲ କମାଣ । ଅନ୍ୟପଟେ ଇସ୍ରାଏଲର ଏଭଳି କାର୍ଯ୍ୟାନୁଷ୍ଠାନର ସୁଯୋଗ ନେଇ ଇରାନ, ସିରିଆ ଏବଂ ଲେବାନନ୍ ସମସ୍ତେ ଯୁଦ୍ଧରେ ଏକାଠି ହୋଇପାରନ୍ତି । ଯାହାକୁ ନେଇ ଆମେରିକା ଏବେ ମଧ୍ୟପ୍ରାଚ୍ୟର କେତେକ ଦେଶକୁ ବିଶ୍ୱାସକୁ ନେବାକୁ ଉଦ୍ୟମ ଆରମ୍ଭ କରିଛି । ସେପଟେ ଗାଜାରେ ୨୩ଲକ୍ଷ ଲୋକ ରହୁଥିବା ବେଳେ ୧୧ଲକ୍ଷ ଲୋକ ହୋଇଛନ୍ତି ବିସ୍ଥାପିତ । ପାଲେଷ୍ଟାଇନର ଦକ୍ଷିଣ ମୁହାଁ ହେଉଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି