Masthead

ହମାସ ବିରୋଧରେ ଇସ୍ରାଏଲର ୪ ଘଣ୍ଟିଆ ଅସ୍ତ୍ରବିରତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହମାସ ବିରୋଧରେ ଇସ୍ରାଏଲର ୪ ଘଣ୍ଟିଆ ଅସ୍ତ୍ରବିରତି । ୩ ଦିନ ପାଇଁ ୪ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହେଲା ଇସ୍ରାଏଲ । ଗାଜାରେ ମାନବୀୟ ସହାୟତା ପାଇଁ ଇସ୍ରାଏଲର ଅସ୍ତ୍ରବିରତି । ଆମେରିକାର ବାରମ୍ବାର ଅପିଲ୍ ପରେ ଇସ୍ରାଏଲର ଅସ୍ତ୍ରବିରତି । ଗାଜାକୁ ପୁନଃ ଦଖଲ ପାଇଁ କୌଣସି ଯୋଜନା ନଥିବା କହିଲେ ନେତନ୍ୟାହୁ ।

ଉତ୍ତର ଗାଜାରେ ଇସ୍ରାଏଲ ଘନ ଘନ ରକେଟ ମାଡ କରୁଥିବାରୁ ସାଧାରଣ ନାଗରିକଙ୍କୁ ଯିବା ପାଇଁ ସମୟ ଦିଆଯିବ । ଯୁଦ୍ଧକୁ ମାସଟେ ପୁରିଯାଇଥିବା ବେଳେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି । ଯେଉଁଥିରେ ସାଢେ ୪ ହଜାର ଶିଶୁ ଅଛନ୍ତି । ଏହାଛଡା ଦେଢ ହଜାରୁ ଅଧିକ ଶିଶୁ ଏବେ ନିଖୋଜ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ