Masthead

ଅଣ ଶ୍ରମିକଙ୍କୁ ସ୍ଥାନାନ୍ତର କଥା ମିଛ

କାଶ୍ମୀର (ବଡ଼ ଖବର ବ୍ୟୁରୋ): କାଶ୍ମୀରର କୁଲଗାମ୍ ଜିଲ୍ଲାରେ ଆତଙ୍କୀଙ୍କ ଗୁଳିମାଡ଼ରେ ୨ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ଆହତ ହୋଇଥିଲେ । ଗତ ୨ ସପ୍ତାହ ଭିତରେ ଆତଙ୍କୀଙ୍କ ଗୁଳିରେ ଜମ୍ମୁ-କାଶ୍ମୀରରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି । ଏହି ଘଟଣା ପରେ ସାମ୍ନାକୁ ଆସିଥିଲା ମିଛ ଆଡଭାଇଜରୀ ।

ଅଣ-କାଶ୍ମୀର ଶ୍ରମିକଙ୍କୁ ପୋଲିସ କିମ୍ବା ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରିବା ନେଇ ଜାରି ହୋଇଥିଲା ଆଡଭାଇଜରୀ । ଯାହା ମିଛ ବୋଲି ସ୍ପଷ୍ଟୀକରଣ ହୋଇଛି । ଏଥିରେ କୌଣସି ସତତ୍ୟ ନାହିଁ । ଆଜି ଏହି ସ୍ପଷ୍ଟୀକରଣ ଦେଇଛି କାଶ୍ମୀର ଜୋନ୍ ପୋଲିସ । ଟ୍ୱିଟ୍ କରି ଆଡଭାଇଡରୀ ଉପରେ ସ୍ପଷ୍ଟୀକପଣରେ ଦେଇ ଏହାକୁ ମିଛ ବୋଲି କହିଛି କାଶ୍ମୀର ପୋଲିସ ଆଇଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ