Masthead

ସଂସଦ ଭବନ ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ: ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ । ମୁଖ୍ୟମନ୍ତ୍ରୀ ବିବାଦକୁ ନ ଯାଇ ଭଲ କାମରେ କେନ୍ଦ୍ର କୁ ସମର୍ଥନ କରି ଆସିଛନ୍ତି ବୋଳି ପ୍ରତିକ୍ରିୟା ରଖିଛନ୍ତି ଯୋଜନା ଓ ସଂଯୋଗ ମନ୍ତ୍ରୀ ରାଜେନ୍ଦ୍ର ଡୋଲକିଆ । ସେ କହିଛନ୍ତି ଉଦଘାଟନ କିଏ କରିବ ସେ ପ୍ରସଙ୍ଗ ଅଲଗା କଥା । କିନ୍ତୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ । ନୂଆ ସଂସଦ ଭବନ ଗୋଟେ ଭଲ କାର୍ଯ୍ୟକ୍ରମ ହୋଇଛି ।

ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଆମର ସମସ୍ତ ସାଂସଦ ଯାଇ କାର୍ୟ୍ୟକ୍ରମରେ ଭାଗ ନେବେ । ଅନ୍ୟ ବିରୋଧୀମାନେ ବି ଏହାକୁ ନେଇ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ଉପରେ ବିଶ୍ୱାସ କରନ୍ତି । ଅନ୍ୟ ଦଳ ମାନେ ଆରୋପ ପ୍ରତ୍ୟାରୋପ ରାଜନୀତି କରନ୍ତି । ଆମେ ସବୁବେଳେ କେନ୍ଦ୍ରକୁ ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛୁ । ବିଜେଡି କେବେ ବି ବିଜେପି ସହ ନାହିଁ । କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ମିଥ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର