Masthead

କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ

ବେଙ୍ଗାଲୁର (ବଡ଼ ଖବର ବ୍ୟୁରୋ):  ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ । ଗୋଟିଏ ନୁହେଁ ରୁଜୁ ହୋଇଛି ତିନୋଟି ମାମଲା । ପୋଲିସ ଅଧିକାରୀଙ୍କୁ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ରେଡ୍ଡୀଙ୍କ ବିରୋଧରେ ତିନୋଟି ଏଫଆଇଆର୍‌ ପଞ୍ଜିକୃତ ହୋଇଥିବା ପୋଲିସ କହିଛି। ରେଡ୍ଡୀ କହିଥିଲେ ଯେ ଲାଲ ଡାଏରୀରେ କିଛି ପୋଲିସ ଅଧିକାରୀଙ୍କ ନାମ ରହିଛି। ଯଦି କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେହି କର୍ମଚାରୀଙ୍କୁ ହଟାଇ ଦିଆଯିବ।

ଯାହାକୁ ନେଇ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ନାଗରକର୍ନୁଲ ଏସପି କେ ମନୋହର କହିଛନ୍ତି, ରେଡ୍ଡୀଙ୍କ ବିରୋଧରେ ପ୍ରଥମ ଏଫଆଇଆର ନାଗରକର୍ନୁଲ ପୋଲିସ ଷ୍ଟେସନରେ ଆଇପିସି ଧାରା ୧୫୩ ଏବଂ ୫୦୪ ରୁଜୁ ହୋଇଛି। ଦ୍ୱିତୀୟ ଏଫଆଇଆର ବୁଥପୁର ପୋଲିସ ଷ୍ଟେସନରେ ଧାରା ୧୫୩,୫୦୪,୫୦୫(୨) ଏବଂ ୫୦୬ ରୁଜୁ ହୋଇଛି। ଏବଂ ତୃତୀୟ ମାମଲା ଜାଡେରଲା ପୋଲିସ ଷ୍ଟେସନରେ ୧୫୩,୫୦୪,୫୦୫(୨) ଏବଂ ୫୦୬ ଅଧୀନରେ ଏଫଆଇଆର ରୁଜୁ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ