Masthead

ବିହାରରେ ଜେଡିୟୁ କ୍ଲିନ ବୋଲ୍ଡ ହେବ : ଚିରାଗ ପାସୱାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏଲଜେପି ସୁପ୍ରିମୋ ଚିରାଗ ପାସୱାନ ଇଣ୍ଡିଆ ମେଣ୍ଟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ପୋଷାକ ପରି ଦଳ ପରିବର୍ତ୍ତନ କରୁଛନ୍ତି ନୀତିଶ । ଶନିବାର ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଚିରାଗ ପାସୱାନ ନିତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ନୀତିଶ ଇଣ୍ଡିଆ ମେଣ୍ଟରେ ଯୋଗଦେବା ନେଇ ଚିରାଗ କହିଛନ୍ତି ସେ ପୋଷାକ ପରି ଦଳ ପରିବର୍ତ୍ତନ କରୁଛନ୍ତି। ତାଙ୍କର କିଛି ମଧ୍ୟ ନୀତି ନିୟମ ନାହିଁ।

ଇଣ୍ଡିଆ ମେଣ୍ଟରେ ଥିବା ନୀତୀଶ ଏବେ ଏନଡିଏ ଆଡକୁ ଚାହିଁଛନ୍ତି। ଏହା ତାଙ୍କର ଅଭ୍ୟାସ । ମାତ୍ର ଏଭଳି ଅଭ୍ୟାସ ଆଉ ବେଶୀ ଦିନ ଚାଳିବ ନାହିଁ। ଜନସାଧାରଣ ତାଙ୍କୁ ୨୦୨୪ର ଲୋକସଭା ନିର୍ବାଚନ ଏବଂ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ଉଚିତ ଶିକ୍ଷା ଦେବେ। ତାଙ୍କର ଭୁଲ ରାଜନୀତି ଯୋଗୁ ଆଜି ଜେଡିୟୁ ବିହାରର ତୃତୀୟ ଦଳ ହୋଇ ରହିଛି। ଆଗାମୀ ଦିନରେ ବିହାରରେ ଶୂନରେ ଜେଡିୟୁ କ୍ଲିନ ବୋଲ୍ଡ ହେବ। ୧୩ କୋଟି ବିହାର ବାସୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ନୁହନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ