Masthead

ଦିଲ୍ଲୀରେ ଜାଡେଜାଙ୍କ ଯାଦୁ, ଧରାଶାୟୀ ହେଲା ଟିମ କଙ୍ଗାରୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚର ୩ୟ ଦିନରେ ଧରାଶାୟୀ ହେଲା କଙ୍ଗାରୁ ଦଳ । କଙ୍ଗାରୁ ଦଳ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ମାତ୍ର ୧୧୩ ରନ କରି ଆଉଟ ହୋଇଛି । ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଚମକ୍ରାର ବୋଲିଂ ଫଳରେ ଧରାଶାୟୀ ହୋଇଛି ଟିମ ଅଷ୍ଟ୍ରେଲିଆ । ଜାଡେଜା ମାତ୍ର ୪୨ ରନ ଦେଇ ୭ ୱିକେଟ ନେଇ ସୃଷ୍ଟି କରିଛନ୍ତି ବିରଳ ଇତିହାସ । ତେବେ ଅବଶିଷ୍ଟ ୩ ୱିକେଟ ନେଇଛନ୍ତି ରବିଚରଣ ଅଶ୍ୱିନ । ଅଷ୍ଟ୍ରେଲିଆ ଦଳ ମାତ୍ର ୩୧.୧ ବୋଲ ଖେଳି ସମସ୍ତ ୱିକେଟ ହରାଇଛି । ତେବେ ଟିମ ଅଷ୍ଟ୍ରେଲିଆ ମାତ୍ର ୨୮ର ସଂଗ୍ରହ କରି ଶେଷ ୭ ୱିକେଟ ହରାଇଛି । ଫଳରେ ଭାରତକୁ ଏହି ମ୍ୟାଚକୁ ଜିତିବା ପାଇଁ ମାତ୍ର ୧୧୫ ରନ୍ ଆବଶ୍ୟକ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି