Masthead

ଜାଡେଜାଙ୍କ ଛକା ପାଲଟିଲା ହର୍ଷଲଙ୍କ ଦୁଃସ୍ବପ୍ନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜାଡେଜାଙ୍କ ଛକା ବର୍ଷାକୁ ହର୍ଷଲ ଆଦୌ ଭୁଲି ପାରୁ ନାହାନ୍ତି । ରବିବାରର ଆରସିବି-ସିଏସକେ ମ୍ୟାଚରେ ପ୍ରଥମ ୩ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ୍ ନେଇଥିବା ହର୍ଷଲଙ୍କ ଚତୁର୍ଥ ଓଭରରେ ରବୀନ୍ଦ୍ର ଜାଡେଜା ୩୭ ରନ୍ କରିଥିଲେ। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ରୁତ ବୋଲର ହର୍ଷଲ ପଟେଲ ଚଳିତ ଆଇପିଏଲରେ ସର୍ବାଧିକ ୧୩ ୱିକେଟ୍ ନେଇଛନ୍ତି।

ଯାହା ଆଇପିଏଲ୍ ଇତିହାସର ମହଙ୍ଗା ଓଭର ଥିଲା। ରବିବାରର ସେହି ରନ୍ ମାଡ଼ ତାଙ୍କ ପାଇଁ ଦୁଃସ୍ବପ୍ନ ପାଲଟିଛି। ଜାଦେଜାଙ୍କ ପୂର୍ବରୁ କ୍ରିସ୍ ଗେଲ୍, ସୁରେଶ ରାଇନା ଜଣେ ବୋଲରଙ୍କ ଗୋଟିଏ ଓଭରରୁ ୩୦ରୁ ଅଧିକ ରନ୍ ସଂଗ୍ରହ କରିସାରିଛନ୍ତି। ଗୋଟିଏ ଓଭରରୁ ଠିକ୍ ୩୦ ରନ୍ ସଂଗ୍ରହ ହେବା ଭଳି ଘଟଣା ଆଇପିଏଲ୍ ଇତିହାସରେ ୬ ଥର ଘଟିଛି।

ଏଭଳି ସଫଳତା ପାଇଥିବା ଖେଳାଳିମାନେ ହେଲେ ବୀରେନ୍ଦ୍ର ସେହବାଗ (ଦିଲ୍ଲୀ ବନାମ ଡେକାନ, ୨୦୦୮), ସନ୍ ମାର୍ସ (ପଞ୍ଜାବ ବନାମ ଆରସିବି, ୨୦୧୧), କ୍ରିସ୍ ଗେଲ୍ (ଆରସିବି ବନାମ ପୁଣେ, ୨୦୧୨), ବିରାଟ କୋହଲି (ଆରସିବି ବନାମ ଗୁଜରାଟ, ୨୦୧୬), ରାହୁଲ ତିୱାତିଆ (ରାଜସ୍ଥାନ ବନାମ ପଞ୍ଜାବ, ୨୦୨୦), ପ୍ୟାଟ୍ କମିନ୍ସ (କେକେଆର୍ ବନାମ ସିଏସ୍କେ, ୨୦୨୧)।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି