ବିଦ୍ୟୁତ ଠିକାଦାରଙ୍କ ଘରେ ଆଇଟି ରେଡ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ସହରର ହାଟ ପାଟଣାରେ ଥିବା ବିଦ୍ୟୁତ ଠିକାଦାର ଧରଣୀ ସାହୁଙ୍କ ଘର ଓ ଅଫିସ ଉପରେ ଆୟକର ବିଭାଗ ଗୁରୁବାର ଦିନ ସକାଳୁ ଛଡାଉ କରିଛନ୍ତି । ପ୍ରଥମେ ଘର ଓ ତାହାପରେ ସହରର ରକ୍ଷାକାଳୀ ମନ୍ଦିର ନିକଟରେ ଥିବା ଅଫିସ ଓ ବିଜିପୁର ନିକଟରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଏବଂ କାରଖାନା ଉପରେ ଛଡାଉ ଜାରି ରଖିଛନ୍ତି ।

ଶାସକ ଦଳର ନେତା ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯେତେବେଳେ ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ଥିଲେ ସେହି ସମୟରେ ମନ୍ତ୍ରୀଙ୍କ ପାଖଲୋକ ହୋଇ ବିଦ୍ୟୁତ ବିଭାଗର ବିଭିନ୍ନ ଜିଲ୍ଲାରେ ବିଦ୍ୟୁତ ଠିକା ନେଇ ଠିକାଦାର କରି ବହୁ କମ ଦିନରେ ନିଜକୁ ଯାଜପୁର ସହରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଅନ୍ୟାୟ, ଅନୀତି ଓ ଦୁର୍ନୀତି ଉପାୟରେ ବହୁ ଧନ ଅର୍ଜନ କରିଥିବାର ସାଧାରଣରେ ଆଲୋଚନା ହେଉଛି । ଏପରିକି ନିଜ ଲୋକମାନଙ୍କ ନାମରେ ବାଲିଘାଟ ନିଲାମ ନେଇ ଅନୀତି ଉପରେ ଅର୍ଥ ଉପାର୍ଜନ କରୁଥିବାର ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’