Masthead

ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଲେ ଯବାନ

ତାମିଲନାଡ଼ୁ (ବଡ଼ ଖବର ବ୍ୟୁରୋ):  ତାମିଲନାଡ଼ୁର ଥିରୁଭାନ୍ନମଲାଇ ଜିଲ୍ଲାରେ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଅସଦବ୍ୟବହାର କରିବା ଘଟଣା । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନ୍ୟାୟ ମାଗିଲେ ଯବାନ । ସ୍ତ୍ରୀ ଓ ପରିବାର ଅନ୍ୟ ସଦସ୍ୟଙ୍କୁ ପ୍ରାୟ ୪୦ ଲୋକ ଆକ୍ରମଣ କରିଥିବା ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ଯବାନ ପ୍ରଭାକରନଙ୍କ ସ୍ତ୍ରୀ କୀର୍ଥୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଶନିବାର ୪୦ ଜଣ ଲୋକଙ୍କ କୀର୍ଥୀଙ୍କ ଦୋକାନରେ ପଶି ତାଙ୍କୁ ଜାଗା ଖାଲି କରିବା ସହ ତାଗିଦ କରିଥିଲେ ।

ପରେ ମାଡ଼ ମାରିବା ସହ ଅସଦବ୍ୟବହାର ଓ ଦୋକାନରେ ଥିବା ଜିନିଷପତ୍ରକୁ ଫୋପାଡ଼ିଥିଲେ । ସେପଟେ ତେବେ ମହିଳାଙ୍କ ଉପରେ ଆକ୍ରମଣ ଘଟଣାକୁ ପୁଲିସ ଖଣ୍ଡନ କରୁଥିବାବେଳେ ଯବାନଙ୍କ ଦୃଢ଼ ଅଭିଯୋଗ ଓ ଏତଲା ପରେ ପୋଲିସ ଏନେଇ ତଦନ୍ତ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ