ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶ୍ରୀନଗରରେ ଏନକାଉଣ୍ଟର ଜଣେ ଆତଙ୍କୀ ନିପାତ । ଜମ୍ମୁକାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ୩ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ସନେ୍ଦହ । ୨ ଜଣଙ୍କୁ ଅଟକ ରଖାଯାଇଥିବା ମଧ୍ୟ ସୂଚନା । ଜମ୍ମୁ-କାଶ୍ମୀରରେ ସକାଳୁ ସକାଳୁ ଗର୍ଜୁଛି ଗୁଳି, ଆରମ୍ଭ ହୋଇଛି ଏନକାଉଣ୍ଟର । ଆତଙ୍କୀ ଓ ସେନା ମଧ୍ୟରେ ଏନକାଉଣ୍ଟର ସହ ପୂରା ଅଞ୍ଚଳକୁ ଘେରିଛି ସେନା । ସୋପିଆନରେ ପାଖାପାଖି ୪ରୁ ୫ଜଣ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିବା ପରେ ଏଠାରେ ସର୍ଚ୍ଚ ଅପରେସନ୍ ଚଳାଇଛି ସେନା ।

ସେନାର ଗୁଳିରେ ଜଣେ ଆତଙ୍କୀର ଜୀବନ ଯାଇଥିବା ଜଣାପଡିଛି। ସୀମାରେ ଯୁଦ୍ଧ ବିରତି ଘୋଷଣା ପରେ ମୋଦୀ ’ଅପରେସନ୍ ସିନ୍ଦୂର’ ବାବଦରେ ସାରା ଦେଶକୁ ତଥ୍ୟ ଦେବା ସହ ସେନାର ପରାକ୍ରମ ନେଇ ପ୍ରଶଂସା କରିଥିଲେ । ଆତଙ୍କୀ ଓ ଆତଙ୍କବାଦୀ ସଙ୍ଗଠନକୁ ଚେତାବନୀ ଦେଇଥିଲେ। ଏତେ ସତ୍ତ୍ବେ ପାକିସ୍ତାନ ଭାରତ ସୀମା ଭିତରକୁ ଡ୍ରୋନ ପଠାଇଥିଲା । ଏପଟେ ଆଜି ବି ଜମ୍ମୁ-କାଶ୍ମୀର ସୋପିଆନରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ