Before Header

ସରକାର ବିରୋଧରେ ଲଢ଼େଇ ଜୋରଦାର ହେବ: ଜୟନାରାୟଣ ମିଶ୍ର

0 28

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ସରକାର ବିରୋଧରେ ଲଢ଼େଇ ହେବ ଜୋରଦାର । ବିଜେଡି କ’ଣ ମଜବୁତ ଅଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ବିଜେଡି ପାଖରେ ନାହିଁ ଲୋକବଳ, କେବଳ ଅଛି ଅର୍ଥବଳ, ବାହୁବଳ ରହିଛି । ଏଥର ଲଢ଼େଇ ଜୋରଦାର ହେବ । ଚାର୍ଜସିଟ୍ ଆସିବ, ପଂଚାୟତଠୁ ଆରମ୍ଭ କରି ସଚିବାଳୟ ଆନ୍ଦୋଳନ ଜୋରଦାର ହେବ । ଚାଷୀ, ଆଇନ ଶୃଙ୍ଖଳା, ସୁପର ଚିଫ ମିନିଷ୍ଟର, ଓବିସିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ବିଜେପି ।

Leave A Reply

Your email address will not be published.