Masthead

ରାଜ୍ୟରେ ଆଉ ଆଇନଶୃଙ୍ଖଳା ନାହିଁ: ଜୟଦେବ ଜେନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଇନଶୃଙ୍ଖଳା ପ୍ରସଙ୍ଗକୁ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପ୍ରତିକ୍ରିୟା। ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ ଭାବେ ବିପର୍ୟ୍ୟସ୍ତ ।୨୦୦୦ମସିହାରୁ ଆଜି ପର୍ଯ୍ୟନ୍ତ ଏହି ଧାରା ଚାଲିଛି। ବିଜେପି ଯେଉଁ ପ୍ରସଙ୍ଗ ଉଠାଉଛି ଠିକ୍ । କେବଳ ଆମେ ବିରୋଧୀ ନୁହେଁ ଶାସକ ଦଳ ର ସଦସ୍ୟ ବି କହିବେ। ରାଜ୍ୟର ଜଣେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ଆଜି ବି ଅସ୍ପଷ୍ଟ। ଆଉ କ’ଣ ଉଦାହରଣ ଦରକାର ବୋଲି ଜୟଦେବ ଜେନା କହିଛନ୍ତି । ରାଜ୍ୟର ଏଭଳି ଅନେକ ପ୍ରସଙ୍ଗ ରହିଛି। ବିରୋଧୀ ଦଳ ନେତା ଓ ପୋଲିସ ବିବାଦ କଥା ନ କହିଲେ ଭଲ । ସରକାର ଆଉ କ’ଣ ଚାହୁଛନ୍ତି। ଏ ରାଜ୍ୟରେ ଆଉ ଆଇନଶୃଙ୍ଖଳା ନାହିଁ। ବିରୋଧୀ ରାଜନୀତି ପାଇଁ କହିନାହାନ୍ତି ସାଢେ଼ ଚାରି କୋଟି ଓଡ଼ିଆଙ୍କ କଥା କହୁଛୁ। ଏ ସରକାର କେବଳ ଭୋଟ ପଛରେ ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ