Masthead

ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଚାଲୁ ରହିଛି ଟିକାକରଣ ବ୍ୟବସ୍ଥା । କରୋନାର ଡବଲ ଡୋଜ ଟିକା ସମସ୍ତେ ନେଉଥିବାବେଳେ ଏବେ ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଆବେଦନ କଲା ଜନସନ ଆଣ୍ଡ ଜନସନ । ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ କଲା ଆବେଦନ । ଆମେରିକାର ୧୩୪ବର୍ଷ ପୁରୁଣା ଏହି କମ୍ପାନୀ ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ ଆବେଦନ କରିଛି ।

ପୂର୍ବରୁ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକାର ଟ୍ରାଏଲ ପାଇଁ ଅନୁମତି ମାଗିଥିଲା । ଏହି କରୋନା ବିରୋଧରେ ୮୫ପ୍ରତିଶତ ଅଧିକ ଫଳପ୍ରଦ ହେବା ବୋଲି କମ୍ପାନୀ ଦାବି କରିଛି । ଏହି ଟିକାକୁ ବାୟୋଲୋଜିକାଲ-ଇ -ଲିମିଟେଡର ସହଯୋଗରେ ଜନସନ ଏହି ଟିକାକୁ ବଜାରକୁ ଛାଡିବ । ଯଦି ଏହି ଟିକାର ବ୍ୟବହାରକୁ ଅନୁମତି ମିଳିଲେ, ମଡେନା ପରେ ଜନସନ ହେବ ଦ୍ୱିତୀୟ ଆମେରିକୀୟ ଟିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି