ଆଇପିଏଲର ଟିମ୍ ବିଡିଂ, ନୂଆ ଟିମ କିଣିବା ଦୌଡରେ ଆଗରେ ଅଛି ଜେଏସପିଏଲ

କଟକ (ବଡ଼ ଖବର ବ୍ୟୁରୋ): ଆଇପିଏଲର ନୂତନ ଟିମ୍ ବିଡିଂରେ ଅଛନ୍ତି ୨୦ ଟି ଫ୍ରାଞ୍ଚାଇଜ । ନୂଆ ଟିମ କିଣିବା ଦୌଡରେ ଆଗରେ ଅଛି ଜେଏସପିଏଲ । ନୂଆ ଟିମ ପାଇଁ କଟକ ହୋମ ଗ୍ରାଉଣ୍ଡ କରିବାକୁ ନିବେଦନ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ବାରବାଟିରେ ରହିଛି ସମସ୍ତ ସୁବିଧା । ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ଅଧିକ ସଂଖ୍ୟକ ସିଟ୍ ରହିଥିବା ବେଳେ ଭିଭିଆଇପି ପାଇଁ ରହିଛି ଅତ୍ୟାଧୁନିକ ଭିଭିଆଇପି ବକ୍ସ ।

ଏଥିପାଇଁ ନିଲାମଧରି କମ୍ପାନୀକୁ ସମସ୍ତ ସହଯୋଗ କରିବ ଓସିଏ । ସରକାରଙ୍କ ତରଫରୁ ମଧ୍ୟ ସମ୍ପୃକ୍ତ କମ୍ପାନୀଙ୍କୁ ସାହାଯ୍ୟ କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ । କଟକକୁ ଭେନ୍ୟୁ କଲେ ଭଲ ରେଭିନ୍ୟୁ ପାଇ ପାରିବେ ଫ୍ରାଞ୍ଚାଇଜ। ଏହା ସହ ଓଡ଼ିଆ କ୍ରିକେଟରଙ୍କୁ ଆଇପିଏଲ ଖେଳିବା ପାଇଁ ଭଲ ସୁଯୋଗ ପାଇ ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’