Masthead

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କ ଘରୁ ୫୦ ଲକ୍ଷ ଟଙ୍କା ଜବତ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ କଂଗ୍ରେସର ମୁଖ୍ୟ ଡି.କେ ଶିବକୁମାର ଓ ତାଙ୍କ ଭାଇ ଡି.କେ ସୁରେଶ ଦୁର୍ନୀତିରେ ବୁଡିରହିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ବାଧ୍ୟ ହୋଇ ରାଜ୍ୟ ସରକାର ସିବିଆଇ ତଦନ୍ତ ସୁପାରିସ କରିଥିଲେ । ଆଜି ଶିବକୁମାର ଏବଂ ତାଙ୍କ ଭାଇ ସୁରେଶଙ୍କ ୧୫ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଚଢଉ କରିଥିଲା । ଶିବକୁମାରଙ୍କ ବାସଭବନରୁ ସିବିଆଇ ଟିମ୍ ନଗଦ ୫୦ ଲକ୍ଷ ଟଙ୍କା ଜବତ କରିଛି। ସିବିଆଇର ୬୦ ଜଣ ଅଧିକାରୀ ଶିବକୁମାରଙ୍କ ଦୋଦଲାୱାଲ୍ଲୀ, କନକପୁରା ଏବଂ ସାଦାଶିଭ ନଗରରେ ଥିବା ବାସଭବନ ଓ ଅଫିସ୍‌ରେ ଚଢଉ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା