Masthead

କରୁଣାଙ୍କ କରୁଣ କାହାଣୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରୀ ଯୋଜନାରୁ ବଞ୍ଚିତ କରୁଣାକର । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ସାନ ମଇଁଷିଆଡି ଗ୍ରାମର କରୁଣାକର ଜେନା । ଦୀର୍ଘ ୨ବର୍ଷ ଧରି କ୍ୟାନ୍ସରରେ ପିଡୀତ ଥିବା ସ୍ୱଛାସେବୀ ଏବଂ ସରକାରଙ୍କୁ ହାତ ଯୋଡ଼ି ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ସାନ ମଇଁଷିଆଡି ଗ୍ରାମର କରୁଣାକର ଜେନା ବୟସ ୫୦ ବର୍ଷ ।

ଗୋଟିଏ ପୁଅ ଓ ଝିଅଙ୍କୁ ନେଇ ପରିବାର । ସେ ଜଣେ ଦିନ ମଜୁରିଆ । ମୁଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଦୀର୍ଘ ୨ବର୍ଷ ଧରି କ୍ୟାନ୍ସରରେ ପିଡୀତ ହେବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି । କାରଣ ତାଙ୍କର ପରିବାରେ ସେ ଏକା ରୋଜଗାରିଆ ଅଟନ୍ତି । ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାବେଳେ ପୈତୃକ ଜମି ସାଙ୍ଗକୁ ତାଙ୍କ ସ୍ତ୍ରୀଙ୍କର ସୁନା ଗହଣା ବିକ୍ରି ବଟା କରି ହସ୍ପିଟାଲରେ ଚିକିତ୍ସା ହେଉଥିଲେ ।

ଏବେ ଅପେରେସନ ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିବା ଯୋଗୁଁ ସ୍ୱଛାସେବୀ ଏବଂ ସରକାର ଓ ପ୍ରସାଶନଙ୍କୁ ହାତଯୋଡ଼ି ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସଂଗଠନ କରୁଣାକରଙ୍କୁ ଆର୍ଥିକ ସହଯୋଗ କରିବାକୁ ଚାହାଁନ୍ତି ତେବେ ନିମ୍ନରେ ଦିଆଯାଇଥିବା Account number ଓ Google pay number 07780110033319, 7894155513 ରେ ସହଯୋଗ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି