Masthead

ଭଙ୍ଗାଘରେ ବିତୁଛି ଚାରିପ୍ରାଣୀଙ୍କ ଜୀବନ

କେସିଙ୍ଗା(ବଡ଼ ଖବର ବ୍ୟୁରୋ): କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଗୈାଡ଼ ତୁଳା ଗାଁର ଦୟାନିଧି ସାହୁ । ତାଙ୍କ ପରିବାର କହିଲେ ସ୍ତ୍ରୀ, ବିଧବା ଝିଅ ଓ ନାତୁଣୀ । ଗାଁ ପାଖରେ ରାତ୍ର ଜଗୁଆଳି ଭାବରେ କାମ କରି ପରିବାର ଚଳାନ୍ତି ଦୟାନିଧି । ଦୀର୍ଘ ୧୫ବର୍ଷ ହେଲା ସେ ଭାଙ୍ଗିଯାଇଥିବା ଘରକୁ ମରାମତି କରିପାରୁ ନାହାନ୍ତି । ଘରର କାନ୍ଥ ଭାଙ୍ଗି ଆଁ କରିଛି । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ଅସମ୍ଭବ। ତଥାପି ସେହି ଭଙ୍ଗା ଘରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର । ଘର ଖଣ୍ଡେ ପାଇଁ ସେ ବହୁବାର ସରପଞ୍ଚ ଓ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାତ୍ର ଆଜି ପର୍ୟ୍ୟନ୍ତ ତାଙ୍କୁ ତରଫରୁ ଘର ଖଣ୍ଡେ ମିଳିଲା ନାହିଁ । ଏସିସି ତାଲିକାରେ ତାଙ୍କ ନାଁ ନଥିବାରୁ ସେ ଘର ପାଇନାହାନ୍ତି ବୋଲି ସ୍ଥାନୀୟ ସରପଞ୍ଚ କହୁଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା