Masthead

ପୁରୀରେ ଖୋଲିଲା ଖିମଜୀର ନୂଆ ସୋ ରୁମ୍

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀରେ ଖୋଲିଲା ଓଡ଼ିଶାର ବୃହତ ଅଳଙ୍କାର ପ୍ରତିଷ୍ଠାନ ଖିମଜୀ ଜୁଏଲର୍ସର ସୋ ରୁମ୍। ପୁରୀ ଭିଆଇପି ରୋଡର ପୋଲିସ ଲାଇନ୍ ସମ୍ମୁଖରେ ଏହି ସୋ ରୁମ୍ ଉଦଘାଟିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ନୂଆ ସୋ ରୁମର ଉଦଘାଟନ କରିଥିଲେ। ଖିମଜୀ ଜୁଏଲାରୀର ଏହା ହେଉଛି ସପ୍ତମ ସୋ ରୁମ୍। ଅତ୍ୟାଧୁନିକ ଡିଜାଇନର ସୁନା, ରୂପା, ଚାନ୍ଦି ଏବଂ ହୀରାର ଅଳଙ୍କାର ଏଠାରେ ଉପଲବ୍ଧ ରହିଛି।

ଗ୍ରାହକଙ୍କୁ ଉନ୍ନତମାନର ଡିଜାଇନ୍ ଏବଂ ଆକର୍ଷଣୀୟ ଡିସ୍କାଉଣ୍ଟ ମଧ୍ୟ ପ୍ରଦାନ କରୁଛି ଖିମଜୀର ଏହି ନୂତନ ସୋ ରୁମ୍। ଓଡ଼ିଶାରେ ଖିମଜୀ ଜୁଏଲର ଗ୍ରାହକଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ପୁରୀରେ ମଧ୍ୟ ଖିମଜୀ ଜୁଏଲର ଆସ୍ଥାଭାଜନ ହୋଇପାରିବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା ରଖାଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଖିମଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମଜୀ, ମ୍ୟାନେଜିଙ୍ଗ ଡାଇରେକ୍ଟର କିଶୋର ଖିମଜୀ, ଡାଇରେକ୍ଟର ମିତେଶ ଖିମଜୀ ଓ ସୁମିତ ଖିମଜୀ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ