Masthead

ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ଶେଷ ହୋଇପାରେ: ସୋନିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜନୀତିରୁ ଅବସର ନେବା ନେଇ ସଙ୍କେତ ଦେଲେ ସୋନିଆ ଗାନ୍ଧୀ । କଂଗ୍ରେସର ସର୍ବଦଳୀୟ ଅଧିବେଶନକୁ ସମ୍ବୋଧିତ କରି ସୋନିଆ କହିଛନ୍ତି, ମୋର ଇନିଂସ ଭାରତ ଯୋଡ଼ ଯାତ୍ରା ସହିତ ସମାପ୍ତ ହୋଇପାରେ, ଯାହା କଂଗ୍ରେସ ପାଇଁ ଏକ ଟର୍ଣିଂ ପଏଣ୍ଟ ହୋଇପାରେ।’ ୨୦୦୪ ଏବଂ ୨୦୦୯ ରେ ଆମର ବିଜୟ ଡ. ମନମୋହନ ସିଂଙ୍କ ଦକ୍ଷ ନେତୃତ୍ୱ ମୋତେ ବ୍ୟକ୍ତିଗତ ସନ୍ତୋଷ ଦେଇଛି କିନ୍ତୁ ମୋତେ ଅଧିକ ଖୁସି ଦେଉଛି ଯେ ମୋର ଇନିଂସ ଭରତ ଯୋଡୋ ଯାତ୍ରାର ସଫଳତା ସହିତ ଶେଷ ହୋଇପାରେ ।

ବର୍ତ୍ତମାନର କଂଗ୍ରେସ ପାଇଁ ଏବଂ ସମଗ୍ର ଭାରତ ପାଇଁ ଏକ ଚ୍ୟାଲେଞ୍ଜକର ସମୟ ଅଟେ । ବିଜେପି-ଆରଏସଏସ ଦେଶର ପ୍ରତ୍ୟେକ ଅନୁଷ୍ଠାନକୁ କାବୁ କରିନେଇଛି । ଏହା କିଛି ବ୍ୟବସାୟୀଙ୍କୁ ଅନୁଗ୍ରହ କରି ଆର୍ଥିକ ଅନିଷ୍ଟ ଘଟାଇଛି ବୋଲି ଛତିଶଗଡର ରାୟପୁରରେ ସୋନିଆ ଗାନ୍ଧୀ କହିଛନ୍ତି । ବିଜେପିକୁ ଟାର୍ଗେଟ୍ କରି ସୋନିଆ କହିଛନ୍ତି ଯେ, ବିଜେପି ଦେଶରେ ଘୃଣା ସୃଷ୍ଟି କରିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା