Masthead

ମତ୍ସ୍ୟଜୀବୀଙ୍କୁ ବାତ୍ୟା ଭୟ….

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ଫାଇଲିନ୍, ହୁଡୁହୁଡୁ, ତିତିଲି, ଫନି ପରି ବାତ୍ୟା ମତ୍ସ୍ୟଜୀବୀଙ୍କ ମନରୁ ଲିଭିନି ପୁଣି ବାତ୍ୟା ଖବର ଶୁଣିବା ପରେ ମତ୍ସ୍ୟଜୀବୀମାନଙ୍କ ମନରେ ଛନକା ପଶିଯାଇଛି ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ମତ୍ସ୍ୟଜୀବୀମାନଙ୍କୁ ଏବେ ଘାରିଛି ବାତ୍ୟା ଭୟ । ଚିଲିକାରୁ ନିଜର ଡଙ୍ଗା, ଜାଲ, ମେସିନ୍ ସେମାନେ ଉଚ୍ଚ ସ୍ଥାନକୁ ନେଇ ଆସୁଛନ୍ତି । ଫନିରେ ଅନେକ ମତ୍ସ୍ୟଜୀବୀଙ୍କ ଡଙ୍ଗା, ଜାଲ ଚିଲିକାରେ ଲୀନ ହୋଇଯାଇଥିଲା । ଆଜି ପର୍ୟ୍ୟନ୍ତ ସେମାନେ ଅଣ୍ଟାସଳାଖ୍ ଠିଆ ହୋଇନାହାନ୍ତି ।

ପୁଣି ବାତ୍ୟା ଖବର ସେମାନଙ୍କୁ ଅଥୟ କରିଦେଉଛି । ଚିଲିକା କୂଳରେ ଥିବା ମଁଏସା-ବ୍ରହ୍ମପୁର ଗାଁର ମତ୍ସ୍ୟଜୀବୀମାନେ ଏବେ ଖୋଜୁଛନ୍ତି ଡଙ୍ଗା, ଜାଲ ଓ ମେସିନ୍ ପାଇଁ ନିରାପଦ ଆଶ୍ରୟସ୍ଥଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି 🔴 ‘କଡ଼ା ଜବାବ ଦିଆଯିବ’ 🔴 ବେଆଇନ ବାଲି ଚୋରା ଚାଲାଣ, ମାଡି ବସିଲା ବନ ବିଭାଗ 🔴 ଗତକାଲି ରାତିରେ ଏଲଓସିରେ ଗୁଳିବର୍ଷା 🔴 ପରୋପକାର ବ୍ୟକ୍ତି ଗୌନ୍ତିଆ ଦଳଗଞ୍ଜନ ପ୍ରଧାନଙ୍କ ଦେହାନ୍ତ 🔴 ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା! 🔴 ୪୮ ଘଣ୍ଟାରେ ଭାରତ ଛାଡ଼ିଲେଣି ୫୩୭ ପାକିସ୍ତାନୀ ନାଗରିକ 🔴 ବ୍ୟାନ ହେଲା ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ 🔴 ସୀମାରେ ପୁଣି ଗୁଳି ବର୍ଷା; ମୁହଁତୋଡ ଜବାବ ଦେଲା ଭାରତ 🔴 ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 🔴 OSSC ପରୀକ୍ଷାରେ ବଡ଼ ତ୍ରୁଟି 🔴 ‘କଡ଼ା ଜବାବ ଦିଆଯିବ’ 🔴 ବେଆଇନ ବାଲି ଚୋରା ଚାଲାଣ, ମାଡି ବସିଲା ବନ ବିଭାଗ