Masthead

କଇଁଛ ସୁରକ୍ଷା ପ୍ରଶିକ୍ଷଣ ଶିବିର

କୃଷ୍ଣପ୍ରସାଦ ( ବଡ ଖବର ବ୍ୟୁରୋ) : କଇଁଛ ସୁରକ୍ଷା ଲାଗି ସମୂଦ୍ରତଟ ଠାରୁ ୫ କିଲୋମିଟର ଭିତରେ ମାଛ ନମାରିବା ଲାଗି ନଭେମ୍ବରରୁ ମେ ଯାଏଁ ସରକାରୀ ଭାବେ କଟକଣା ରହିଛି । ଏନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ନୂଆପଡା ପକ୍ଷରୁ କଇଁଛ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । କଇଁଛ ଅଣ୍ଡା ଦେବା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସମୂଦ୍ର କୂଳର ପରିବେଶ ସ୍ୱଚ୍ଛ ରଖିବା ପାଇଁ ଶିବିରରେ ଆଲୋକପାତ କରାଯାଇଥିଲା । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଦ୍ୱାରା ଆୟୋଜିତ ଶିବିରରେ ବାଲୁଗାଁ ଡିଏଫଓ ସୋମେକ ସାମନ୍ତରାୟ , ଏସିଏଫ ଏସିଏଫ ଶରତ କୁମାର ମିଶ୍ର, ସାତପଡ଼ା ରେଞ୍ଜର ମାନସ ମହାପାତ୍ର, ରମ୍ଭା ରେଞ୍ଜର ରଶ୍ମିତା ଜେନା, ନୂଆପଡା ରେଞ୍ଜର ପ୍ରମୋଦ ପଣ୍ଡା, ପ୍ରାଣୀ ବିଜ୍ଞାନୀ ସତ୍ୟ ରଞ୍ଜନ ବେହେରା । ସେଞ୍ଚୁରୀୟନ ଯୁନିଭରସିଟି ଅଧ୍ୟାପକ ଶିବ ପ୍ରସାଦ ପରିଡା, ବନ୍ୟପ୍ରାଣୀ ଗବେଷକ ମଇକେଲ ପିଟର ଏବଂ କଇଁଛ ସୁରକ୍ଷା କର୍ମୀ ମାନେ ପ୍ରଶିକ୍ଷଣ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ