Masthead

ରାସ୍ତା କାମରେ ମହାଦୁର୍ନୀତି

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ): ରାସ୍ତା କାମରେ ମହାଦୁର୍ନୀତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସିଆଳରୁ ରତାମାଟି ସଂଯୋଗ କରୁଥିବା ରାସ୍ତା କାମରେ ଦୁର୍ନୀତି ଅଭିଯୋଗ । ଲୁଣାବନ୍ଧର ସୁଦୃଢ଼ିକରଣ ଏବଂ ନୂତନ ରାସ୍ତା ଲାଗି ମଂଜୁର ହୋଇଛି ୨୯ ଲକ୍ଷ ଟଙ୍କା । ଠିକାସଂସ୍ଥା କାମ ଠିକସେ ନକରି ଲୁଟି ନେଇଛି ଟଙ୍କା । ସେପଟେ ଅଧା କାମ ହୋଇଥିବା ବେଳେ ବିଲ କରାଯଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୁରୁଣା ଲୁଣା ବନ୍ଧରେ ଅଳ୍ପ ପରିମାଣର ମରମ ପକାଇ ଠିକାଦାର କାମ ସାରିଦେଇଥିବା ଦେଖୀବାକୁ ମିଳିଛି । କଂଟ୍ରାକଟର ଏବଂ କୃଷ୍ଣପ୍ରସାଦ ବ୍ଲକ ର ଦାଇତ୍ୱରେ ଥିବା ଜଳ ସଂମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ମଧୂ ଚନ୍ଦ୍ରିକାରେ ଲକ୍ଷଲକ୍ଷ ଟଙ୍କା ହଡପ ହୋଇତଥିବା ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି