Masthead

ଅଭିଶପ୍ତ କୁଷ୍ଠରୋଗ, ୬ ବର୍ଷ ହେଲା ଜଙ୍ଗଲରେ ବିତୁଛି ଜୀବନ

ରାଇଘର(ବଡ଼ ଖବର ବ୍ୟୁରୋ): ଅନ୍ଧ ବିଶ୍ୱାସର କବଳରେ କୁଷ୍ଠ ରୋଗୀ । ୬ ବର୍ଷ ଧରି ସାମାଜିକ ବାସନ୍ଦ ହୋଇ ରହିଛନ୍ତି । ଜଙ୍ଗଲରେ ଆଶ୍ରୟ ନେଇଛନ୍ତି । ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ । କେବିଡି ଗାଁର ସୁନାଧର ଜାନି । ୬ ବର୍ଷ ପୂର୍ବେ ତାଙ୍କୁ କୁଷ୍ଠ ରୋଗ ହେବାରୁ ପରିବାର ସଦସ୍ୟ ଓ ଗ୍ରାମବାସୀ ତାଙ୍କୁ ଗାଁରେ ରହିବାକୁ ଦେଇନଥିଲେ ।

ରୋଗ ଆଉ କାହାକୁ ସଂକ୍ରମଣ ହେବ ଆଶଙ୍କାରେ ସୁନାଧରଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା । ସେହି ଦିନ ଠାରୁ ସୁନାଧର ଜଙ୍ଗଲରେ ଆଶ୍ରୟ ନେଉଛନ୍ତି । ସୁନାଧର ଙ୍କ ଦୁଇ ପୁଅ ବାହାରେ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟିଏ ଝିଅ ବାହା ହୋଇଯାଇଛନ୍ତି । ବର୍ତମାନ ସ୍ତ୍ରୀ ମଧ୍ୟ ସୁନାଧର କୁ ଦେଖିବାକୁ ଆସୁନଥିବା କହିଛନ୍ତି ସୁନାଧର । ସରକାର ପାଖରେ ପେନସନ, ଖାଇବା ପିଇବା, ପାନୀୟ ଜଳ ଓ ରହିବା ପାଇଁ ଗୋଟିଏ ଘରେ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ